ଉପକ୍ରମ ସମାଜରେ ବାସ କରୁଥିବା ଗରିବ ଓ ବରିଷ୍ଠ ନାଗରିକ, ବିଧବା, ସ୍ଵାମୀ ପରିତ୍ୟକ୍ତା, ଭିନ୍ନକ୍ଷମ ଇତ୍ୟାଦିଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପ୍ରକାର ଆର୍ଥିକ ରାଶି ପ୍ରଦାନ କରନ୍ତି, ଏହା ସହ ବିଜୁ ପକ୍କା ଘର, ମୋ କୁଡିଆ, ରାଜୀବ ଆବାସ ଯୋଜନାରେ ସମ୍ବନ୍ଧରେ ନିମ୍ନରେ ଦିଆଯାଇଛି । ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ମଧୁବାବୁ ପେନସନ୍ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ବି.ପି.ଏଲ. କାର୍ଡ ବା ବାର୍ଷିକ ଆୟ ୨୪୦୦୦ ରୁ କମ୍ , ବୟସ ୬୦ ବର୍ଷରୁ ଉର୍ଦ୍ଧ୍ଵ ବି.ପି.ଏଲ. କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ପାସପୋର୍ଟ ଫଟୋ ୨ଟି, ବୟସ ପ୍ରମାଣ ପତ୍ର ବ୍ୟାଙ୍କ ପାସ୍ ବହି ଜେରକ୍ସ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବ୍ଲକ) କାର୍ଯ୍ୟ ନିର୍ବାହୀ ଅଧିକାରୀ (ସହରାଞ୍ଚଳ ) ମଧୁବାବୁ ପେନସନ୍ ଯୋଜନା ବିଧବା ଭତ୍ତା ବି.ପି.ଏଲ. ତାଲିକା – ଭୁକ୍ତ ଏବଂ ୧୮ବର୍ଷ ଓ ତହିଁରୁ ଉର୍ଦ୍ଧ୍ଵ ବି.ପି.ଏଲ. କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ପାସପୋର୍ଟ ଫଟୋ ୨ଟି, ସ୍ଵାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଜେରକ୍ସ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବ୍ଲକ) କାର୍ଯ୍ୟ ନିର୍ବାହୀ ଅଧିକାରୀ (ସହରାଞ୍ଚଳ) ମଧୁବାବୁ ପେନସନ୍ ଯୋଜନା ବିକଳାଙ୍ଗ ଭତ୍ତା ୫ ବର୍ଷ ଓ ତହିଁରୁ ଉର୍ଦ୍ଧ୍ଵ ଭୋଟର / ଆଧାର କାର୍ଡ ଜେରକ୍ସ, ପାସପୋର୍ଟ ଫଟୋ ୨ଟି, ଭିନ୍ନକ୍ଷମ ପ୍ରମାଣପତ୍ର ଜେରକ୍ସ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବ୍ଲକ) କାର୍ଯ୍ୟ ନିର୍ବାହୀ ଅଧିକାରୀ (ସହରାଞ୍ଚଳ) ଜାତୀୟ ପରିବାର କଲ୍ୟାଣ ଯୋଜନା କେବଳ ବିଧବା ୨୦୧୨ ମସିହା ପରଠାରୁ ୨୦୦୦୦ ଟଙ୍କା ମିଳେ ବିଧବା ମହିଳା ବି.ପି.ଏଲ. କାର୍ଡ ଜେରକ୍ସ, ଭୋଟର / ଆଧାର କାର୍ଡ ଜେରକ୍ସ, ପାସପୋର୍ଟ ଫଟୋ ୩ଟି, ସ୍ଵାମୀଙ୍କ ଭୋଟ ପ୍ରମାଣପତ୍ର, ସ୍ଵାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଜେରକ୍ସ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପ ଜିଲ୍ଲାପାଳ / ଜିଲ୍ଲାପାଳ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ୬୦ ବର୍ଷ ଓ ତହିଁରୁ ଉର୍ଦ୍ଧ୍ଵ ବି.ପି.ଏଲ. କାର୍ଡ ଜେରକ୍ସ, ଭୋଟର / ଆଧାର କାର୍ଡ ଜେରକ୍ସ, ପାସପୋର୍ଟ ଫଟୋ ୨ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବ୍ଲକ) କାର୍ଯ୍ୟ ନିର୍ବାହୀ ଅଧିକାରୀ (ସହରାଞ୍ଚଳ) ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଯୋଜନା ବିଧବା ଭତ୍ତା ୪୦ ବର୍ଷ ଓ ତହିଁରୁ ଉର୍ଦ୍ଧ୍ଵ ବି.ପି.ଏଲ. କାର୍ଡ ଜେରକ୍ସ, ଭୋଟର / ଆଧାର କାର୍ଡ ଜେରକ୍ସ, ପାସପୋର୍ଟ ଫଟୋ ୨ଟି,ସ୍ଵାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଜେରକ୍ସ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବ୍ଲକ) କାର୍ଯ୍ୟ ନିର୍ବାହୀ ଅଧିକାରୀ (ସହରାଞ୍ଚଳ) ଇନ୍ଦିରାଗାନ୍ଧୀ ଜାତୀୟ ବିକଳାଙ୍ଗ ଯୋଜନା ବିକଳାଙ୍ଗ ଭତ୍ତା ୧୮ ବର୍ଷ ଓ ତହିଁରୁ ଉର୍ଦ୍ଧ୍ଵ ବି.ପି.ଏଲ. କାର୍ଡ ଜେରକ୍ସ, ଭୋଟର / ଆଧାର କାର୍ଡ ଜେରକ୍ସ, ପାସପୋର୍ଟ ଫଟୋ ୨ଟି, ଭିନ୍ନକ୍ଷମ ପ୍ରମାଣ ପତ୍ର ଜେରକ୍ସ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବ୍ଲକ) କାର୍ଯ୍ୟ ନିର୍ବାହୀ ଅଧିକାରୀ (ସହରାଞ୍ଚଳ) ଭିନ୍ନକ୍ଷମଙ୍କ ପାଇଁ ଉପକରଣ ତିନିଚକିଆ ସାଇକେଲ ଆଶାବାଡି, ଶ୍ରବଣ ଯନ୍ତ୍ର, କୃତିମ ଗୋଡ ଇତ୍ୟାଦି ଭିନ୍ନକ୍ଷମ ଭିନ୍ନକ୍ଷମ ୪୦ ବର୍ଷରୁ ଉର୍ଦ୍ଧ୍ଵ ପ୍ରମାଣପତ୍ର ଜେରକ୍ସ, ବି.ପି.ଏଲ କାର୍ଡ / ଆୟ ପ୍ରମାଣ ପତ୍ର ଜେରକ୍ସ / ଭୋଟର ଆଧାର କାର୍ଡ ଜେରକ୍ସ । ୧ଟି ଫଟୋ ବି.ଏସ୍.ଏସ୍.ଓ ବି.ଡି.ଓ. ବି.ଏସ୍.ଏସ୍.ଓ ମାଗଣା ଘରଡିହ ଓ ଚାଷ ଜମି ୪ ଡେସିମିଲ ଘରଡିହ ଜମିପଟ୍ଟା ଓ ଚାଷ ଜମି ମିଳିବାର ଅଗ୍ରାଧିକାର ଭିନ୍ନକ୍ଷମ ଭିନ୍ନକ୍ଷମ (୪୦% ରୁ ଉର୍ଦ୍ଧ୍ଵ ) ପ୍ରମାଣ ପତ୍ର ଜେରକ୍ସ, ବି.ପି.ଏଲ୍ କାର୍ଡ / ଆୟ ପ୍ରମାଣ ପତ୍ର ଜେରକ୍ସ, ଭୋଟର/ ଆଧାର କାର୍ଡ ଜେରକ୍ସ ଗୋଟିଏ ଫୁଲ୍ ଫଟୋ ବି.ଏସ୍.ଏସ୍.ଓ ବି.ଡି.ଓ. / ବି.ଏସ୍.ଏସ୍.ଓ ବିବାହ ପ୍ରୋତ୍ସହନ ୫୦୦୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ବିବାହର ୧ ବର୍ଷ ମଧ୍ୟରେ ଜେଜେୟାର, ବୟସ୍କଙ୍କ ପାଇଁ ଆଶ୍ରୟସ୍ଥଳୀ, ଶିକ୍ଷା ଓ ସୁବିଧା, ଭିନ୍ନକ୍ଷମମାନଙ୍କ ପାଇଁ ଯନ୍ତ୍ରପାତିର ସୁବିଧା, ରୋଜଗାର ପାଇଁ ସହାୟତା ସ୍ୱାସ୍ଥ୍ୟ ବୀମା ଜଣେ ଭିନ୍ନକ୍ଷମ ଓ ଅନ୍ୟ ଜଣେ ସକ୍ଷମ ବ୍ୟକ୍ତି ବିବାହ ଅନୁଷ୍ଠିତ ହୋଇଥିବା ଦମ୍ପତ୍ତିଙ୍କୁ ଭିନ୍ନକ୍ଷମ ମହିଳା ଓ ବ୍ୟକ୍ତି ବିଶେଷ ଭିନ୍ନକ୍ଷମ ପ୍ରମାଣପତ୍ର, ବିବାହ ପଞ୍ଜିକରଣ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟ, ଫଟୋ ଭିନ୍ନକ୍ଷମ (୪୦% ରୁ ଉର୍ଦ୍ଧ୍ଵ ) ପ୍ରମାଣ ପତ୍ର ଜେରକ୍ସ, ବି.ପି.ଏଲ୍ କାର୍ଡ / ଆୟ ପ୍ରମାଣ ପତ୍ର ଜେରକ୍ସ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜ୍ୟ ନୋଡାଲ ଏଜେନ୍ସି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଓଡିଶା ସରକାର ନ୍ୟାସନାଲ ଟ୍ରଷ୍ଟ ଯୋଜନା ଲୋନ, ଶିକ୍ଷାବୃତ୍ତି, ଦକ୍ଷତା ଭିତ୍ତିକ ତାଲିମ ଓ ନିଯୁକ୍ତିର ସୁବିଧା ଭୋଟର / ଆଧାର କାର୍ଡ ଜେରକ୍ସ, ଗୋଟିଏ ଫୁଲ୍ ଫଟୋ www.stepd.gov.in ଟୋଲ ଫ୍ରି ନଂ. ୧୮୦୦୩୪୫୭୧୫୦ କ୍ଷମତା ଯୋଜନା ଏକକାଳୀନ ୧୦୦୦୦ ଟଙ୍କା ଓ ସ୍ଵୟଂ ସହାୟକ ଗୋଷ୍ଠୀକୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ୫ ରୁ ୬ ଜଣଙ୍କୁ ନେଇ ଗଠିତ ଭିନ୍ନକ୍ଷମ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ ପଞ୍ଜୀକୃତ ପ୍ରମାଣପତ୍ର ବି.ଏସ୍.ଏସ୍.ଓ / ବି.ଡି.ଓ. / ବି.ଏସ୍.ଏସ୍.ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରାଜ୍ୟର ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକ ଆନନ୍ଦଲାଭ କରିବା ପାଇଁ ୬୦ବର୍ଷରୁ ଉର୍ଦ୍ଧ୍ଵ ଭୋଟର / ଆଧାର କାର୍ଡ ଜେରକ୍ସ ବୟସ ପ୍ରମାଣ ପତ୍ର ବି.ଏସ୍.ଏସ୍.ଓ / ବି.ଡି.ଓ. / ବି.ଏସ୍.ଏସ୍.ଓ ବିଜୁ ପକ୍କାଘର ଯୋଜନା ଗ୍ରାମାଞ୍ଚଳର ସମସ୍ତଙ୍କୁ ଆଶ୍ରୟ ସୁରକ୍ଷା ଯୋଗାଇ ଦେବା ପାଇଁ ବାସହୀନ ପରିବାର ଭୋଟର / ଆଧାର କାର୍ଡ / ରାସନ କାର୍ଡ ଜେରକ୍ସ, ବି.ପି.ଏଲ କାର୍ଡ ପାଷପୋର୍ଟ ଫଟୋ ୪ଟି ବି.ଏସ୍.ଏସ୍.ଓ / ବି.ଡି.ଓ. / ବି.ଏସ୍.ଏସ୍.ଓ ବିଜୁ ପ୍ରୋତ୍ସାହନ ଯୋଜନା ପକ୍କାଘର ଯୋଜନାରେ ୪ ମାସରେ ଘର କାମ ଶେଷ କଲେ ୨୦୦୦୦ /୬ ମାସରେ ଶେଷ ୧୦୦୦୦ ଟଙ୍କା ପ୍ରୋତ୍ସାହନ ରାଶି । ହିଂସା ଦ୍ଵାରା ପ୍ରଭାବିତ ସମସ୍ତ ୧୮ ବର୍ଷରୁ ମହିଳା ବାସହୀନ ପରିବାର ଭୋଟର / ଆଧାର କାର୍ଡ / ରାସନ କାର୍ଡ ଜେରକ୍ସ, ବି.ପି.ଏଲ କାର୍ଡ ପାଷପୋର୍ଟ ଫଟୋ ୪ଟି ବି.ଏସ୍.ଏସ୍.ଓ / ବି.ଡି.ଓ. / ବି.ଏସ୍ର.ଏସ୍.ଓ ବି.ଡି.ଓ. / ବି.ଏସ୍.ଏସ୍.ଓ ଖାନ୍ ଷ୍ଟପ ସେଣ୍ଟର (ସଖୀ) ଏବଂ ବାଳିକାମାନଙ୍କ ପାଇଁ ସମନ୍ଵିତ ସୁବିଧା ଓ ସହଯୋଗ ଯୋଗାଇ ଦେବା ଯଥା ଚିକିତ୍ସା, ଆଇନଗତ, ମନସ୍ତାତ୍ଵିକ ଏବଂ ପରାମର୍ଶ ସେବା ମହିଳା ଏବଂ ବାଳିକା ଜିଲ୍ଲା ପ୍ରୋଟେକସନ୍ ସେଲରେ ଅଭିଯୋଗକାରିଣୀଙ୍କ ଦସ୍ତଖସ୍ତ ମହିଳା ଓ ଶିଶୁ ବିକାଶ ବିଭାଗ, ଭୁବନେଶ୍ଵର, ଯୋଗାଯୋଗ (୦୬୭୪) ୨୩୯୭୭୦୩ ବସୁନ୍ଧରା ଯୋଜନା ୪ ଡେସିମିଲ ଘରଡିହ ଜମି ଭୂମିହୀନ ପରିବାରକୁ ମାଗଣାରେ ଭୂମିହୀନ ଆର.ଆଇ.ରିପୋର୍ଟ ଆର.ଆଇ / ତହସିଲଦାର କିସାନ କାର୍ଡ ପ୍ରଦାନ କୃଷି ପାଇଁ ମିଳୁଥିବା ସୁବିଧା ସୁଯୋଗ ୧୫ ଦିନ ମଧ୍ୟରେ କୃଷିଜୀବି ମହିଳା କୃଷିଜୀବି ମହିଳା ପ୍ରମାଣପତ୍ର / ଜମିପଟ୍ଟା ଶାଖା ପରିଚାଳକ ସମ୍ପୃକ୍ତ ସମବାୟ ବ୍ୟାଙ୍କ ସ୍ଵଧାର ଗୃହ ସ୍ଵାମୀ ପରିତ୍ୟକ୍ତା ମହିଳାମାନଙ୍କୁ ମାଗଣାରେ ରହିବା, ଖାଇବା ଓ ପିନ୍ଧିବା ସ୍ଵାମୀ ପରିତ୍ୟକ୍ତା ମହିଳା ଅଭିଯୋଗ ଦରଖାସ୍ତ ଡି.ଏସ୍.ଡବ୍ଲୁ.ଓ. କିନ୍ନର ସହାୟତା ଯୋଜନା କିନ୍ନର ପରିଚୟ ପତ୍ର, ପ୍ରି ମାଟ୍ରିକ ଓ ଉଚ୍ଚ ଶିକ୍ଷା ପାଇଁ ବହି, ଦକ୍ଷତା ବିକାଶ ଟ୍ରେନିଂ ଓ କିନ୍ନରଙ୍କ ପାଇଁ ଜାତୀୟ ପେନସନ୍ ଯୋଜନା ତୃତୀୟ ଲିଙ୍ଗ ଅନ୍ତର୍ଭୁକ୍ତ ବ୍ୟକ୍ତିବିଶେଷ କିନ୍ନର ପରିଚୟ ପତ୍ର ଆର.ଆଇ. / ତହସିଲଦାର ବସୁନ୍ଧରା ଯୋଜନା ୪ ଡେସିମିଲର ଘରଡିହ ଜମି, ଚାଷ ଜମି କିନ୍ନରଙ୍କୁ ମାଗଣାରେ ଭୂମିହୀନ ତୃତୀୟ ଲିଙ୍ଗ ଅନ୍ତର୍ଭୁକ୍ତ ବ୍ୟକ୍ତିବିଶେଷ ଆର.ଆଇ.ରିପୋର୍ଟ ଆର.ଆଇ./ ତହସିଲଦାର ହରିଶ୍ଚନ୍ଦ୍ର ଯୋଜନା ସାବା ସତ୍କାର ପାଇଁ ଆର୍ଥିକ ସହାୟତା ଗ୍ରାମାଞ୍ଚଳରେ ୨୦୦୦ ଟଙ୍କା ଓ ସହରାଞ୍ଚଳରେ ୩୦୦୦ ଟଙ୍କା ଗରିବ ନିସହାୟ ମୃତ୍ୟୁବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ସରପଞ୍ଚ ଅନୁମୋଦନ, ମେୟର ଅନୁମୋଦନ ସରପଞ୍ଚ / ଅଧ୍ୟକ୍ଷ / ମେୟର ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ଓଡ଼ିଶା