ଉପକ୍ରମ ସମାଜରେ ବାସକରୁଥିବା ନାଗରିକ ସୁରକ୍ଷା, ସ୍ୱାବଲମ୍ବୀ କରିବା ପାଇଁ ରାଷ୍ଟ୍ରୀୟ ଓ ପ୍ରଧାନମନ୍ତ୍ରୀ ଯୋଜନା ରହିଛି । ବିଭିନ୍ନ ଯୋଜନାରେ ମିଳୁଥିବା ସୁବିଧା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି । ବିଭିନ୍ନ ଯୋଜନା ସମ୍ବନ୍ଧରେ ନିମ୍ନରେ ସୂଚନା ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମାସିକ ୧ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଦୁର୍ଘଟଣା ୧୮ ବର୍ଷରୁ ୭୦ ବର୍ଷ ସମସ୍ତ ଜନସାଧାରଣ ଭୋଟର / ଆଧାର କାର୍ଡ ଜେରକ୍ସ ବ୍ୟାଙ୍କ ପାସ ବହି ଜେରକ୍ସ ସ୍ଵିକୃତି ପ୍ରାପ୍ତ ଇନ୍ସୁରାନ୍ସ କମ୍ପାନୀ / ସ୍ଥାନୀୟ ମେଡିକାଲ ଅଫିସର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଦୈନିକ ୯୦ ପଇସା ପ୍ରିମିୟମରେ ୨ ଲକ୍ଷ ଜୀବନ ବୀମା ୧୮ ବର୍ଷରୁ ୫୦ ବର୍ଷ ସମସ୍ତ ଜନସାଧାରଣ ଭୋଟର / ଆଧାର କାର୍ଡ ଜେରକ୍ସ ବ୍ୟାଙ୍କ ପାସ ବହି ସ୍ଵିକୃତି ପ୍ରାପ୍ତ ଇନ୍ସୁରାନ୍ସ କମ୍ପାନୀ / ସ୍ଥାନୀୟ ମେଡିକାଲ ଅଫିସର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବାର୍ଷିକ ୩୦ ଟଙ୍କା ପ୍ରିମିୟମରେ ବର୍ଷକୁ ୩୦୦୦୦ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ନିମନ୍ତେ ଆର୍ଥିକ ସହାୟତା ବି.ପି.ଏଲ କାର୍ଡଧାରୀ ବି.ପି.ଏଲ କାର୍ଡ, ଭୋଟର, ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ ବହି ଜେରକ୍ସ ସ୍ଵିକୃତି ପ୍ରାପ୍ତ ଇନ୍ସୁରାନ୍ସ କମ୍ପାନୀ / ସ୍ଥାନୀୟ ମେଡିକାଲ ଅଫିସର ସ୍ୱାବଲମ୍ବନ ସ୍ୱାସ୍ଥ୍ୟ ବୀମା ଯୋଜନା ବାର୍ଷିକ ୩୫୬ ଟଙ୍କା ଦେୟରେ ୨୦୦୦୦୦ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଭିନ୍ନକ୍ଷମ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣ ପତ୍ର, ବ୍ୟାଙ୍କ ପାସ ବୁକ୍ ଜେରକ୍ସ, ଆଯ ଗୋଟିଏ ଫୁଲ୍ ଫଟୋ ବି.ଏସ୍.ଏସ୍.ଓ. ସ୍ଵଚ୍ଛ ଭାରତ ୨୦୧୯ ସୁଦ୍ଧା ଦେଶକୁ ସ୍ଵଚ୍ଛ କରିବା ପାଇଁ ଉଦ୍ଦେଶ୍ୟ ନେଇ ସ୍ଵଚ୍ଛ ଭାରତ ଜନ ଆନ୍ଦୋଳନ ଆରମ୍ଭ କରାଯ଼ାଇଛି । ସ୍ଵଚ୍ଛତା ଫଳରେ ସ୍ଵଚ୍ଛ ସମୃଦ୍ଧ ଜୀବନ ହେଉଥିବାରୁ ଓ ଜାତିର ପିତା ମହାତ୍ମା ଗାନ୍ଧୀ ଗାନ୍ଧୀ ସ୍ଵଚ୍ଛତା ଉପରେ ବିଶେଷ ଧ୍ୟlନ ଦେଉଥିଲେ । ଏହାକୁ ଆଖି ଆଗରେ ରଖି ଭାରତ ସରକାର ୨ ଅକ୍ଟୋବର ୨୦୧୪ରେ ସ୍ଵଚ୍ଛ ଭାରତ ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ମିଶନରେ ଉଭୟ ଗ୍ରାମୀଣ ଓ ସହର ଅଞ୍ଚଳକୁ ନିଆଯ଼ିବ । ମିଶନର ସହର ଭାଗକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ କାମ କରୁଥିବା ବେଳେ ଗ୍ରାମୀଣ ଅଂଚଳର କାମ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ କରୁଛି । ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ବ୍ୟକ୍ତିଗତ ଓ ପରିବେଶ ସ୍ଵଚ୍ଛତା ସମସ୍ତ ବି.ପି.ଏଲ ଚିହ୍ନିତ ପରିବାର DWSM ଦ୍ଵାରା ସର୍ଭେ ୨୦୧୪ ରେ ତାଲିକା ଭୁକ୍ତ) ଶୌଚାଳୟ ପାଇଁ ୧୨୦୦୦ ଟଙ୍କା ସରକାରୀ ପ୍ରୋତ୍ସାହନ ବି.ପି.ଏଲ ଚିହ୍ନିତ ପରିବାର ବି.ପି.ଏଲ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ଘରଦିହ ପଟ୍ଟା ଜେରକ୍ସ କନିଷ୍ଠ ଜନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳ ଓ ପରିବହନ ବିଭାଗ (RWSS) ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼, ଓଡ଼ିଶା