ଉପକ୍ରମ ସହରାଞ୍ଚଳରେ ନିର୍ମାଣ ହେଉଥିବା ବିଭିନ୍ନ କୋଠାବଡି, ରାସ୍ତା,ପୋଲ ଇତ୍ୟାଦି ପାଇଁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ସରକାର ପ୍ରଚଳନ କରିଥିବା ଯୋଜନା ମାନ ନିମ୍ନରେ ପ୍ରଦାନ କରାଯାଇଛି। ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ନିର୍ମାଣ ଶ୍ରମିକ ପେନସନ୍ ଯୋଜନା ବିଧବା, ଭିନ୍ନକ୍ଷମ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ଵକୁ ୩୦୦ ଟଙ୍କାର ମାସିକ ଭତ୍ତା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମାସିକ ୫୦୦ ଟଙ୍କାରେ ଭତ୍ତା ନିର୍ମାଣ ଶ୍ରମିକ ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ୩ ବର୍ଷ ଧରି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ନିର୍ମାଣ ଶ୍ରମିକ ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର ନିର୍ମାଣ ଶ୍ରମିକ ଗର୍ଭବତୀ ସହାୟତା ଯୋଜନା ମମତା ଯୋଜନାରେ ୫ ହଜାର ଟଙ୍କା ବ୍ୟତୀତ ୮ ହଜାର ଟଙ୍କା ସହାୟତା ଗର୍ଭବତୀ ନିର୍ମାଣ ଶ୍ରମିକ ଗର୍ଭବତୀ ଅଙ୍ଗନବାଡି ରେଜିଷ୍ଟ୍ରେସନ, ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର ନିର୍ମାଣ ଶ୍ରମିକ ଯୋଜନା ୪ର୍ଥ ଓ ୫ମ ବାର୍ଷିକ ୨୦୦୦ ଟଙ୍କା ୮ମ ଓ ୯ମ ବାର୍ଷିକ ୩୦୦୦ ଟଙ୍କା ୧୦ମ ବାର୍ଷିକ ୪୦୦୦ ଟଙ୍କା ଯୁକ୍ତ ୨ ବାର୍ଷିକ ୫୦୦୦ ଟଙ୍କା ଯୁକ୍ତ ୨ବାର୍ଷିକ ୭୦୦୦ ଟଙ୍କା ସିଟିଓ ଆଇଟିଆଇ ବାର୍ଷିକ ୧୦୦୦୦ ଟଙ୍କା ଏମବିଏ, ବିଟେକ ଓ ମେଡିକାଲ ବାର୍ଷିକ ୪୦୦୦୦ ଟଙ୍କା ନିର୍ମାଣ ଶ୍ରମିକ ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର ନିର୍ମାଣ ଶ୍ରମିକ ଯୋଜନା ଦୁଇଟି କନ୍ୟା ସନ୍ତାନ ଏବଂ ଅବିବାହିତା ନିର୍ମାଣ ଶ୍ରମିକଙ୍କ ନିମନ୍ତେ ୨୫ ହଜାର ଟଙ୍କା ସହାୟତା ନିର୍ମାଣ ଶ୍ରମିକ ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର ନିର୍ମାଣ ଶ୍ରମିକ ଯୋଜନା ୧ଲକ୍ଷ ମୃତ୍ୟୁକାଳୀନ ସହାୟତା । ୨ ଲକ୍ଷ ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା । ୪୦ ହଜାରରୁ ଦେଢ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ଅକ୍ଷମତା ସହାୟତା । କ୍ୟାନସର ହୃଦରୋଗ, ଥାଲାସେମିଆ ଏବଂ ସିକିଲସେଲ ଭଳି ଗୁରୁତର ରୋଗର ଚିକିତ୍ସା ଖର୍ଚ୍ଚ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରୁ ଭରଣ କରାଯିବ । ନିର୍ମାଣ ଶ୍ରମିକ ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼