ଉପକ୍ରମ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ଠାରେ ବ୍ୟକ୍ତିର ଜୀବନ ଜୀବିକା/ରୋଜଗାର ପାଇଁ ଯୋଜନା ପ୍ରଣୟନ କରାଯାଇଛି । ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ କେତେକ ଯୋଜନା ପ୍ରଚଳନ କରାଯାଇଛି ଯାହା ନିମ୍ନରେ ପ୍ରଦାନ କରାଯାଇଛି । ବିଭିନ୍ନ ଯୋଜନାର ସୂଚନା ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ସ୍ଵୟଂ ସହାୟକ ଗୋଷ୍ଠୀ (ମିଶନ ଶକ୍ତି) ୩ ଲକ୍ଷ ଟଙ୍କା ଋଣ ଉପରେ ଦେୟ ସୁଧହାରକୁ ୨% ରୁ ୧% ପ୍ରତିଶତକୁ ହ୍ରାସ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଗୋଷ୍ଠୀ ପଞ୍ଜୀକୃତ ପ୍ରମାଣପତ୍ର ଅଙ୍ଗନବାଡି କର୍ମୀ/ ବି.ଏଲ.ସି.(ଓଡିଶା ଜୀବିକା ମିଶନ) / ଗ୍ରାମସେବକ / ସିଡିପିଓ/ ବିଡିଓ ବି. ଏସ୍.ଡବ୍ଲୁ.ଓ ବିଜୁ କନ୍ୟା ରତ୍ନ ରାଜ୍ୟରେ କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୁଷ୍ଟି, ନିରାପତ୍ତା ଏବଂ ବଞ୍ଚି ରହିବା ନିମନ୍ତେ ଉପଯୁକ୍ତ ଉପାଦାନ ଶିଶୁ କନ୍ୟା ଏମ୍.ସି.ପି. କାର୍ଡ / ଅଙ୍ଗନବାଡି ଅଙ୍ଗନବାଡି କର୍ମୀ / ସି.ଡି.ପି.ଓ. / ବି.ଏସ୍.ଡବ୍ଲୁ.ଓ ବିଜୁ ଶିଶୁ ସୁରକ୍ଷା ଯୋଜନା ବିଜୁ ଯୁବ ସଶକ୍ତିକରଣ ଯୋଜନା ସୁକନ୍ୟା ସମୁଦ୍ରି ଜମାଖାତା ମାଧ୍ୟମରେ କନ୍ୟା ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ । ରାଜ୍ୟର ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳରେ ପ୍ରଶିକ୍ଷଣ ଦିଆଯାଇଅଛି ଶିଶୁ କନ୍ୟା ମହାବିଦ୍ୟାଳୟର ଛାତ୍ରୀ ଏମ୍.ସି.ପି. କାର୍ଡ / ଜନ୍ମ ପ୍ରମାଣ ପତ୍ର ଛାତ୍ରୀ ପରିଚୟ ପତ୍ର ଅଙ୍ଗନବାଡି କର୍ମୀ / ସି.ଡି.ପି.ଓ. ମହାବିଦ୍ୟାଳୟ ଅଧ୍ୟକ୍ଷ / ସଂଯୋଜକ ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାର ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ ନିଯୁକ୍ତି/ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଓ ନିଯୁକ୍ତି ୫ମ ଶ୍ରେଣୀରୁ ଉର୍ଦ୍ଧ୍ଵ ଯୁବତୀ (୧୮ବର୍ଷରୁ କମ୍) ସ୍କୁଲ ସାର୍ଟିଫିକେଟ, ଭୋଟର / ଆଧାର କାର୍ଡ ଜେରକ୍ସ, ଅନ୍ୟ ପରିଚୟ ପତ୍ର, ପାସପୋର୍ଟ ଫଟୋ ୨ଟି ଜିଲ୍ଲା ଏମ୍ପ୍ଲୟମେଣ୍ଟ ଅଫିସର ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି / ଆତ୍ମନିଯୁକ୍ତି/ ପ୍ରଶିକ୍ଷଣ ଓ ନିଯୁକ୍ତି ୫ମ ଶ୍ରେଣୀରୁ ଉର୍ଦ୍ଧ୍ଵ ଯୁବତୀ (୧୮ବର୍ଷରୁ କମ୍) ସ୍କୁଲ ସାର୍ଟିଫିକେଟ, ଭୋଟର / ଆଧାର କାର୍ଡ ଜେରକ୍ସ, ଅନ୍ୟ ପରିଚୟ ପତ୍ର, ପାସପୋର୍ଟ ଫଟୋ ୨ଟି ରାଜ୍ୟ ଏମ୍ପ୍ଲୟମେଣ୍ଟ ଅଫିସର କେନ୍ଦୁପତ୍ର ତୋଳାଳିଙ୍କ କେନ୍ଦୁପତ୍ରର ଉପଯୁକ୍ତ ମୂଲ୍ୟ ଧାର୍ଯ୍ୟ କରାଯିବା ସହିତ କେନ୍ଦୁପତ୍ର ବ୍ୟବସାୟ ଲାଭାଂଶର ଏକ ନିର୍ଦ୍ଧିଷ୍ଟ ଅଂସ ବୋନସ ଆକାରରେ କେନ୍ଦୁପତ୍ର ତୋଳାଳି ଏବଂ ସାମୟିକ କର୍ମଚାରୀଙ୍କୁ ମିଳିପାରୁଛି କେନ୍ଦୁପତ୍ର ତୋଳାଳି କେନ୍ଦୁପତ୍ର ତୋଳାଳି ପ୍ରମାଣପତ୍ର ରେଞ୍ଜ ଅଫିସର (କେ.ଏଲ.) ଉଜ୍ଜ୍ଵଳା ଯୋଜନା ବି.ପି.ଏଲ ପରିବାରକୁ ରିହାତି ଦରରେ ରନ୍ଧନ ଗ୍ୟାସ ସଂଯୋଗ ପାଇଁ ୧୬୦୦ ଟଙ୍କାର ଆର୍ଥିକ ସହାୟତା ବି.ପି.ଏଲ କାର୍ଡଧାରୀ ଆୟ ପ୍ରମାଣପତ୍ର ଜେରକ୍ସ ବି.ପି.ଏଲ କାର୍ଡ / ରାସନ କାର୍ଡ ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସ ପୋର୍ଟ ଫଟୋ ୧ ଟି ନିକଟସ୍ଥ ଏଜେନ୍ସି/ ଡି.ଏସ୍.ଡବ୍ଲୁ.ଓ. ଟୋଲ ଫ୍ରି ନଂ . ୧୮୦୦୨୬୬୬୬୯୬ ଆଧାର – ରାଜ୍ୟସମାଜ ମଙ୍ଗଳ ବୋର୍ଡ, ଓଡ଼ିଶା