ପରିଶିଷ୍ଠ - ୪ ନିୟମାବଳୀ ଖତୀୟାନ ଏବଂ ନକ୍ସାର ରକ୍ଷାଣବେକ୍ଷଣ ଅନୁଯାୟୀ, ପଦବୀ ଦ୍ଵାରା ନିଯୁକ୍ତ ତହସିଲ୍ ଦାରମାନଙ୍କର ତାଲିକା ଜିଲ୍ଲାର ନାମ କ୍ଷମତାୟୀତ ବ୍ୟକ୍ତିର ପଦବୀ ଏବଂ ତାଙ୍କର କର୍ତ୍ତୃତ୍ଵ କ୍ଷମତା ନ୍ୟସ୍ତକାରୀ ବିଜ୍ଞପ୍ତିର ସଂଖ୍ୟା ଟିବିଏମ ତାରିଖ ଗେଜେଟ୍ ର ତାରିଖ ଯେଉଁଥିରେ ଏପରି ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ଅନୁଗୁଳ ସେମାନଙ୍କର କତ୍ତୃତ୍ଵାଧିନ ଅଂଚଳମଧ୍ୟରେ, ସଂଖ୍ୟା ୫୨୦୮୮ ଆର୍-ଏସ୍-୩୪୩/୬୦ ତା.୨.୧୨.୧୯୬୦ ଅସାଧାରଣ ଗେଜେଟ୍ ସଂଖ୍ୟା ୭୫୪ ତା.୪.୨.୧୯୬୦ ବାଲେଶ୍ଵର ବାଲେଶ୍ଵର ଏବଂ ଉଦ୍ରକ୍ ଉପଖଣ୍ଡରେ, ତହସିଲ୍ ଦାର ଏବଂ ଅତିରିକ୍ତ ତହସିଲ୍ ଦାର ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଉପଖଣ୍ଡ ଅଧିକାରୀ, ନୀଳଗିରୀ ଉପଖଣ୍ଡ ସଂଖ୍ୟା ୨୫୯୭ – ଆର୍-ଏସ୍-୩୪୩/୬୦, ତା, ୨୦.୧.୧୯୬୧ ଗେଜେଟ୍ ସଂଖ୍ୟା ୫ ତା.୩.୨.୧୯୬୧ ବଲାଙ୍ଗୀର ସେମାନଙ୍କର କର୍ତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ, ସମସ୍ତ ଉପଖଣ୍ଡ ଅଧିକାରୀ । ସଂଖ୍ୟା ୨୫୬୧୬ ଆର୍-ଏସ୍. ୫୬/୬୧ ତା୩୦.୫.୧୯୬୧ ସେମାନଙ୍କର କତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ ସମସ୍ତ ଅଣଗେଜେଟେଡ୍ ଅଧିକାରୀ ନଂ- ୧୫୫୧୬ ଆର୍-ଏସ୍. ୫୬/୬୧ ତା.୧୦.୪.୧୯୬୧ ଗେଜେଟ୍ ସଂଖ୍ୟା ୧୫, ତା ୧୪.୪.୧୯୯୨ ବୌଦ୍ଧ ବୌଦ୍ଧ ଉପଖଣ୍ଡରେ ବୌଦ୍ଧର ତୃତୀୟ ଅଧିକାରୀ ନଂ- ୧୫୬୫୨ ଆର୍.ଏସ୍ ୫୬/୬୧. ତା ୩୦.୫.୧୯୬୧ ଗେଜେଟ୍ ସଂଖ୍ୟା ୨୩, ତା. ୯.୬.୧୯୬୧ ସେମାନଙ୍କର କତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ ବାଲିଗୁଡା ରାଜସ୍ୱ ଖଣ୍ଡରେ ତହସିଲଦାର୍ ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ । ନଂ. ୫୨୦୮୮ ଆର୍.ଏସ୍.୩୪୩/୬୦, ୧.୧୨.୧୯୬୦ ଅସାଧାରଣ ଗେଜେଟ୍ ସଂଖ୍ୟା ୭୫୪ ତା ୪.୧୨.୧୯୬୦ କଟକ ସେମାନଙ୍କର କତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ, କଟକ, ଯାଜପୁର ଏବଂ କେନ୍ଦ୍ରାପଡା ଉପଖଣ୍ଡରେ, ତହସିଲଦାର୍ ଏବଂ ଅତିରିକ୍ତ ତହସିଲଦାର୍ ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ । ନଂ. ୧୫୫୨୦ ଆର୍.ଏସ୍. ୫୬/୬୧, ତା. ୧୦.୪.୧୯୬୨ ଗେଜେଟ୍ ସଂଖ୍ୟା ୧୫,ତା ୧୪.୪.୧୯୬୧ ସେମାନଙ୍କର କତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ବଦମ୍ବା ନରସିଂହପୁର ଏବଂ ତିଗିରିଆର ଭାରପ୍ରାପ୍ତ ଅଧିକାରୀ ନଂ. ୧୫୫୨୦ ଆର୍.ଏସ୍. ୫୬/୬୧, ତା. ୧୦.୪.୧୯୬୨ ଗେଜେଟ୍ ସଂଖ୍ୟା ୧୫, ତା. ୧୪.୪.୧୯୬୧ ତାଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ଆଠଗଡର ଦ୍ଵିତୀୟ ଅଧିକାରୀ ନଂ. ୨୫୬୧୦ ଆର୍.ଏସ୍.୫୬/୬୧, ତା. ୩୦.୫.୧୯୬୧ ଗେଜେଟ୍ ସଂଖ୍ୟା ୨୩, ତା. ୯.୬.୧୯୬୧ ତାଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ଆଠଗଡର ଉପଖଣ୍ଡ ଅଧିକାରୀ ଢେଙ୍କାନାଳ ସେମାନଙ୍କ କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, (ତାଳଚେର ଉପଖଣ୍ଡ ଅଧିକାରୀଙ୍କ ବ୍ୟତୀତ) ସମସ୍ତ ଉପଖଣ୍ଡ ଅଧିକାରୀ । ନଂ. ୧୫୫୧୪ ଆର୍.ଏସ୍ ୫୬/୬୧, ତା.୧୦.୪.୧୯୬୧ ଗେଜେଟ୍ ସଂଖ୍ୟା ୧୫, ତା. ୧୪.୪.୧୯୬୧ ତାଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ତାଳଚେରର ଉପ-ଖଣ୍ଡ ଅଧିକାରୀ । ନଂ- ୨୫୬୫୦ ଆର୍.ଏସ୍. ୫୬/୬୧. ତା.୩୦.୫.୧୯୬୧ ଗେଜେଟ୍ ସଂଖ୍ୟା ୨୩, ତା. ୯.୬.୧୯୬୧ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ସମସ୍ତ ଅଣ-ଗେଜେଟେଡ୍ ତହସିଲଦାର ନଂ- ୨୫୬୫୦ ଆର୍.ଏସ୍. ୫୬/୬୧. ତା.୩୦.୫.୧୯୬୧ ଗେଜେଟ୍ ସଂଖ୍ୟା ୧୫, ତା. ୧୪.୪.୧୯୬୧ ଗଞ୍ଜାମ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ନଂ – ୫୨୦୮୮ ଆର୍.ଏସ୍. ୩୪୩/୬୦ ତା. ୨.୧୨.୧୯୬୦ ଅସାଧାରଣ ଗେଜେଟ୍ ସଂଖ୍ୟା ୭୫୪, ତା. ୪.୫.୧୯୬୧ କଳାହାଣ୍ଡି ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ନୂଆପଡା ଉପଖଣ୍ଡରେ, ତହସିଲଦାର୍ ଏବଂ ଅଟିଏଇକ୍ତ ତହସିଲଦାର୍ ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ । ନଂ- ୫୨୦୮୮ ଆର୍.ଏସ୍. ୩୪୩/୬୦ ତା.୨.୧୨.୧୯୬୦ ଅସାଧାରଣ ଗେଜେଟ୍ ସଂଖ୍ୟା ୭୫୪, ତା.୪.୧୨.୧୯୬୦ କଳାହାଣ୍ଡି ଉପଖଣ୍ଡରେ କଳାହାଣ୍ଡିର ଦ୍ଵିତୀୟ ଅଧିକାରୀ ଏବଂ ଅଣଗେଜେଟେଡ ତହସିଲଦାର୍ । ନଂ- ୧୫୫୧୮ ଆର୍.ଏସ୍. ୫୬/୬୧ ତା.୧୦.୪.୧୯୬୧ ଗେଜେଟ୍ ସଂଖ୍ୟା ୧୫, ତା. ୧୪.୪.୧୯୬୧ କେନ୍ଦୁଝର ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ଆନ୍ଦପୁର ଏବଂ ଚମ୍ପୁଆ ଉପଖଣ୍ଡର ତୃତୀୟ ଅଧିକାର । ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ଆନନ୍ଦପୁର, କେଉଁଝର ସଦର ଏବଂ ଚମ୍ପୁଆ ଉପଖଣ୍ଡର ଶ୍ରେଣୀ-୧ର ଅଣ ଗେଜେଟେଡ ତହସିଲଦାର୍ । ନଂ- ୪୭୧୬ ଆର୍.ଏସ୍. ୩୪୩/୬୦ ତା. ୬.୨.୧୯୬୧ ଗେଜେଟ ସଂଖ୍ୟା ୭, ତା. ୧୭.୨.୧୯୬୧ ତାଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ଆନନ୍ଦପୁର ଉପଖଣ୍ଡର ଅଣଗେଜେଟେଡ ତହସିଲଦାର୍, ଶ୍ରେଣୀ- ୨ । କୋରାପୁଟ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ତହସିଲଦାର୍ ଏବଂ ଅତିରିକ୍ତ ତହସିଲଦାର୍ ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ । ନଂ- ୫୨୦୮୮ ଆର୍.ଏସ୍.୩୪୩/୬୦ ତା.୨.୧୨.୧୯୬୦ ଅସାଧାରଣ ଗେଜେଟ୍ ସଂଖ୍ୟା ୭୫୪, ତା. ୪.୫.୧୯୬୦ କନ୍ଧମାଳ ଫୁଲବାଣୀର ତୃତୀୟ ଅଧିକାରୀ ନଂ – ୨୫୬୫୨ ଆର୍.ଏସ୍. ୫୬/୬୧ ତା. ୩୦.୫.୧୯୬୧ ଗେଜେଟ୍ ସଂଖ୍ୟା ୨୩, ତା. ୯.୬.୧୯୬୧ ମୟୂରଭଞ୍ଜ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ସଦର ବାମନ୍ ଘାଟି, ପଞ୍ଚ ପିଢି ଏବଂ କପ୍ତିପଦା ଉପଖଣ୍ଡର ତୃତୀୟ ଅଧିକାରୀ, ଏବଂ ସଦର ଉପ-ଖଣ୍ଡର ଚତୁର୍ଥ ଅଧିକାରୀ । ନଂ – ୭୧୩୩ ଆର୍.ଏସ୍. ୨୩/୬୧ ତା. ୨୨.୨.୧୯୬୧ ପୁରୀ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ପୁରୀ, ଭୁବନେଶ୍ଵର ଏବଂ ଖୋର୍ଦ୍ଧା ଉପଖଣ୍ଡର ତହସିଲଦାର୍ ଏବଂ ଅତିରିକ୍ତ ତହସିଲଦାର୍ ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ନଂ-୫୨୦୮୮ ଆର୍.ଏସ୍. ୩୪୩/୬୦ ତା. ୨.୧୨.୧୯୬୦ ସାଧାରଣ ଗେଜେଟ୍ ସଂଖ୍ୟା ୭୫୪, ତା. ୪.୧୨.୧୯୬୦ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ଦଶପଲ୍ଲା, ଖଣ୍ଡପଡା ଏବଂ ରାନପୁରର ଭାରପ୍ରାପ୍ତ ଅଧିକାରୀ । ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ଦଶପଲ୍ଲା, ଖଣ୍ଡପଡା ଏବଂ ରାନପୁରର ଭାରାପ୍ରାପ୍ତ ଅଧିକାରୀ । ନଂ – ୧୨୨୬୩ ଆର୍.ଏସ୍. ୪୮/୬୧ ତା. ୨୨.୩.୧୯୬୧ ଗେଜେଟ୍ ସଂଖ୍ୟା ୧୩, ତା. ୩୧.୩.୧୯୬୧ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ନୟାଗଡର ଦ୍ଵିତୀୟ ଅଧିକାରୀ ଏବଂ ଅଣ ଗେଜେଟେଡ୍ ତହସିଲଦାର୍, ଶ୍ରେଣୀ – ୧ ସମ୍ବଲପୁର ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ସମ୍ବଲପୁର ଏବଂ ବରଗଡ ଉପଖଣ୍ଡର ତହସିଲଦାର୍ କିମ୍ବା ଅତିରିକ୍ତ ତହସିଲଦାର୍ ଭାବେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ । ନଂ- ୫୨୦୮୮ ଆର୍.ଏସ୍. ୩୪୩/୬୦ ତା. ୧.୧୨.୧୯୬୦ ଅସାଧାରଣ ଗେଜେଟ୍ ସଂଖ୍ୟା ୭୫୪, ତା.୪.୧୨.୧୯୬୦ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ ଦେଓଗଡ ଏବଂ ରେଢାଖୋଲର ଦ୍ଵିତୀୟ ଅଧିକାରୀ । ନଂ – ୧୫୫୦୮ ଆର୍.ଏସ୍. ୫୬/୬୧ ତା. ୧୦.୪.୧୯୬୧ ଗେଜେଟ୍ ସଂଖ୍ୟା ୧୫, ତା. ୧୪.୨.୧୯୬୧ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ ବାରକୋଟ୍ ଏବଂ ଗୋବିନ୍ଦପୁରର ଅଣ-ଗେଜେଟେଡ୍ ତହସିଲଦାର୍ । ସୁନ୍ଦରଗଡ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଂଚଳ ମଧ୍ୟରେ ସଦର ଏବଂ ରାଜଗାଙ୍ଗପୁର ସର୍କଲ ଏବଂ ସଦରର ଅଣଗେଜେଟେଡ୍ ତହସିଲଦାର୍ ଶ୍ରେଣୀ -୨ ଏବଂ ରାଜସ୍ୱ ଅଧିକାରୀ । ନଂ-୧୫୫୧୨ ଆର୍.ଏସ୍. ୫୬/୬୮ ତା. ୧୦.୪.୧୯୬୧ ଗେଜେଟ୍ ସଂଖ୍ୟା ୧୫, ତା. ୧୪.୧୨.୧୯୬୧ ବଣାଇର ଚତୁର୍ଥ ଅଧିକାରୀ ଏବଂ ବଣାଇ ଉପଖଣ୍ଡର, ଅଣଗେଜେଟେଡ୍ ତହସିଲଦାର୍ ଶ୍ରେଣୀ-୧ । ନଂ- ୧୫୫୧୨ ଆର୍.ଏସ୍. – ୫୬/୬୮ ତା. ୧୦.୪.୧୯୬୧ ଗେଜେଟ୍ ସଂଖ୍ୟା ୧୫ ତା. ୧୪.୧୨.୧୯୬୧ କୁଆର ମୁଣ୍ଡାର ତହସିଲଦାର୍ ଏବଂ ପାନପୋଷ ଉପଖଣ୍ଡର କୁଆରମୁଣ୍ଡାର ଅଣଗେଜେଟେଡ୍ ତହସିଲଦାର୍ ଶ୍ରେଣୀ- ୧ ପରିଶିଷ୍ଠ - ୫ ନାମାନ୍ତରଣ ମୋକଦ୍ଦମାର ସୂଚନା ନିମନ୍ତେ, ତହସିଲଦାର୍ ଙ୍କ ପ୍ରତି, ବିବରଣୀର ଫର୍ମ : - ପ୍ରତି ତହସିଲଦାର୍ _______; ମହାଶୟ; ମୁଁ, ଏହା ଆପଣଙ୍କ ଦୃଷ୍ଟିକୁ ଆଣିବାକୁ ଚାହୁଁଛି ଯେ, ଖତୀୟାନରେ ବିଦ୍ୟମାନ ଅନ୍ତର୍ଭୁକ୍ତିକରଣ ଦ୍ଵାରା ଆକୃତ ସ୍ଵାର୍ଥରେ, ନିମ୍ନ ସୂଚୀରେ ଏହାର ସଂଶୋଧନ ଆବଶ୍ୟକ ହୋଇଛି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ, ଏହା ଆପଣଙ୍କ ଦୃଷ୍ଟିକୁ ଅଣାଯାଉଛି । ଆପଣଙ୍କର ବିଶ୍ଵସ୍ତ (ବିବରଣୀ ଦାଖଲକାରୀ ଅଧିକାରୀଙ୍କ ପଦବୀ) ସୂଚୀ ଗ୍ରାମର ନାମ :_____ ଥାନା ନମ୍ବର :______ ତହସିଲ ନାମ :_______ ଖାତା ନମ୍ବର :_______ ପ୍ଲଟ ନମ୍ବର :__________ ପରିବର୍ତ୍ତନର ନିର୍ଦ୍ଧିଷ୍ଟ ବିବରଣୀ :__________ ପରିଶିଷ୍ଠ - ୬ ତହସିଲଦାର୍ ଙ୍କୁ ସୂଚୀତ କରାଯାଇଥିବା ନାମାନ୍ତରଣର ରେଜିଷ୍ଟର କ୍ରମିକ ସଂଖ୍ୟା :_____ ତହସିଲଦାର୍ ଙ୍କୁ ବିବରଣୀ ଦାଖଲର ତାରିଖ :________ ଅତୀୟାନର ସଂଶୋଧନ ଆବଶ୍ୟକ କରି, ପରିବର୍ତ୍ତନର ନିର୍ଦ୍ଧିଷ୍ଟ ବିବରଣୀ :________ ମନ୍ତବ୍ୟ :____ ପରିଶିଷ୍ଠ - ୭ ନ୍ୟାୟାଳୟ ଶୁଳ୍କ ରେଜିଷ୍ଟର ବିଭାଗର କ୍ରମିକ ସଂଖ୍ୟା :______ ଆଦେଶିକା ଶୁଳ୍କ :_____ ଅନ୍ୟାନ୍ୟ ଶୁଳ୍କ :_____ ତାରିଖ :______ ଦୈନିକ ମୋଟ ଆଦେଶିକା ଶୁଳ୍କ :_____ ଅନ୍ୟାନ୍ୟ ଶୁଳ୍କ :_____ ମୋଟ :______ ମନ୍ତବ୍ୟ :______ ପରିଶିଷ୍ଠ - ୮ ନାମାନ୍ତରଣ ରେଜିଷ୍ଟର କ୍ରମିକ ସଂଖ୍ୟା :_____ ଆବେଦନକାରୀଙ୍କ ନାମ କିମ୍ବା ଦଲିଲ୍ ର ପ୍ରକୃତି, ଯାହା ମୋକଦ୍ଦମା ଘଟାଇଥାଏ :_____ ମୋକଦ୍ଦମାର ସାରାଂଶ :______ ଅନୁଷ୍ଠିତର ତାରିଖ :______ ଆଦେଶର ତାରିଖ :_____ ଆଦେଶର ସାରାଂଶ :______ ମନ୍ତବ୍ୟ :______ ପରିଶିଷ୍ଠ - ୯ ସାଧାରଣ ସୂଚନାର ଫର୍ମ ନାମାନ୍ତରଣ ମୋକଦ୍ଦମାରେ, ଆପତ୍ତି ଆହ୍ଵାନ କରି, ସାଧାରଣ ସୂଚନା ତହସିଲଦାର୍ _____ଙ୍କର ନ୍ୟାୟାଳୟ; ନାମାନ୍ତରଣ ମୋକଦ୍ଦମା ସଂଖ୍ୟା ____୨୦୧୧, ସାଧାରଣ ସୂଚନାର୍ଥେ, ଏତତଦ୍ଵାରା ଏହା ବିଜ୍ଞପ୍ତି କରାଯାଉଛି ଯେ, ଗ୍ରାମ_____, ଥାନା_____, ତହସିଲ_____, ଜିଲ୍ଲା_____ର ଖେୱାଟ/ଖାତା ନଂ. ______ର ସଂଶୋଧନ ______ତାରିଖକୁ ରଖାଯାଇଛି । ନିମ୍ନରେ ଉଲ୍ଲେଖିତ ନଥିର ପ୍ରସ୍ତାବିତ୍ ପରିବର୍ତ୍ତନ ପ୍ରତି କୌଣସି ବ୍ୟକ୍ତିର କୌଣସି ଆପତ୍ତିକୁ, ସେ _____ତାରିଖରେ କିମ୍ବା ତା ପୂର୍ବରୁ ନିମ୍ନ ସ୍ଵାକ୍ଷରକାରୀଙ୍କ ସମ୍ମୁଖରେ ଏକ ଆପତ୍ତି ଦରଖାସ୍ତ ଦାଖଲ କରିବେ, ଯାହାକି ଉକ୍ତ ନାମାନ୍ତରଣ ମୋକଦ୍ଦମାର ଫଇସଲା ପୂର୍ବରୁ ସଠିକ୍ ଭାବେ ବିଚାର କରାଯିବ । ଉପରୋକ୍ତ ତାରିଖ ପରେ କୌଣସି ଆପତ୍ତି ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ତହସିଲଦାର୍ କରାଯିବାକୁ ନଥି ପ୍ରସ୍ତାବିତ୍ ପରିବର୍ତ୍ତନ ପରିଶିଷ୍ଠ - ୧୦ ପ୍ରତିବାଦୀ ଏବଂ ସାକ୍ଷୀମାନଙ୍କ ଉପରେ ଆହ୍ଵାନର ଜାରୀ ସଂବନ୍ଧରେ, ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ରୁ ସାରାଂଶ ଅର୍ଡର-୧୬, ନିୟମାବଳୀ ୧ ରୁ ୨୧ । ସାକ୍ଷୀଙ୍କୁ ଆହ୍ଵାନ ଏବଂ ଉପସ୍ଥିତି-ଅଧୁନା ପର୍ଯ୍ୟନ୍ତ ସଂଶୋଧିତ ଦେୱାନୀ କାର୍ଯ୍ୟବିଧି ସଭିତା ଦ୍ରଷ୍ଟବ୍ୟ । ପରିଶିଷ୍ଠ - ୧୧ ବ୍ୟକ୍ତିଗତ ସୂଚନାର ଫର୍ମ (ନାମାନ୍ତରଣ ମୋକଦ୍ଦମାରେ ଆପତ୍ତି ଆହ୍ଵାନ କରିବାରେ ବ୍ୟକ୍ତିଗତ ସୂଚନା) ତହସିଲଦାର୍ _______ଙ୍କ ନ୍ୟାୟାଳୟ । ନାମାନ୍ତରଣ ମୋକଦ୍ଦମା ସଂଖ୍ୟା ______ ଗ୍ରାମ :_______ ସୂଚନା ଗ୍ରହଣକର ଯେ, ଉପରୋକ୍ତ ନାମାନ୍ତରଣ ମୋକଦ୍ଦମା, ଯାହାକି ଗ୍ରାମ _____, ଥାନା ______ର ଖାତା/ଖେୱାଟ ସଂଖ୍ୟାର ସଂଶୋଧନ ନିମନ୍ତେ ଅନୁଷ୍ଠିତ, ଯାହାକି ______ତାରିଖରେ ସୁନାନି ନିମନ୍ତେ ଧାର୍ଯ୍ୟ କରାଯାଇଛି । ଯଦି ତୁମ୍ଭର ନିମ୍ନରେ ଉଲ୍ଲେଖିତ ନଥିର ପ୍ରସ୍ତାବିତ ପରିବର୍ତ୍ତନ ପ୍ରତି କୌଣସି ଆପତ୍ତି ଥାଏ, ତାହାଲେ ତୁମ୍ଭେ _____ତାରିଖରେ କିମ୍ବା ପୂର୍ବରୁ, ନିମ୍ନ ସ୍ଵାକ୍ଷରକାରୀଙ୍କ ସମ୍ମୁଖରେ, ଆପତ୍ତି ଦରଖାସ୍ତ ଦାଖଲ କରିପାରେ, ଯାହାକି ନାମାନ୍ତରଣ ମୋକଦ୍ଦମାର ଫଇସଲା ପୂର୍ବରୁ ସଠିକ୍ ଭାବେ ବିଚାର କରାଯିବ । ଉପରୋକ୍ତ ତାରିଖ ପରେ, କୌଣସି ଆପତ୍ତି ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ତହସିଲଦାର୍ କରାଯିବାକୁ ପ୍ରସ୍ତାବିତ ପରିବର୍ତ୍ତନ ପରିଶିଷ୍ଠ - ୧୨ ଜାରୀ ନିମନ୍ତେ ନାଜାରୀଙ୍କୁ ହସ୍ତାନ୍ତରଣ କରାଯାଇଥିବା ଆଦେଶିକାରେ ରେଜିଷ୍ଟର କ୍ରମିକ ସଂଖ୍ୟା :_____ ମୋକଦ୍ଦମାର ସଂଖ୍ୟା ଏବଂ ତାରିଖ, ଯେଉଁଥି ପ୍ରତି ଆଦେଶିକା ସଂପୃକ୍ତ :______ ଆଦେଶିକାର ଅଧ୍ୟାୟ :_______ ନିର୍ଗମ ତାରିଖ :_______ ଫେରସ୍ତନୀୟ ତାରିଖ :_____ ଗ୍ରହଣକାରୀଙ୍କ ସ୍ଵାକ୍ଷର ସହିତ ତାରିଖ :______ ଫେରସ ତାରିଖ :______ ମନ୍ତବ୍ୟ :______ ଟିପ୍ପଣୀ ନାଜାରୀଙ୍କ ବିଭାଗ ଉପରେ, ଏହି ରେଜିଷ୍ଟର ଏକ ଯାଞ୍ଚଭାବେ ଉଦ୍ଦେଶିତ; ଏହାକୁ ନିଶ୍ଚିତଭାବେ, ନାଜାରୀଙ୍କ ସଂସ୍ଥା ହସ୍ତରେ ଛାଡି ଦିଆଯିବ ନାହିଁ । ପ୍ରମାଣପାତ୍ର ବିଭାଗରେ ଦାଖଲ କରାଯାଇଥିବା ପ୍ରମାଣ ପାତ୍ର ସହିତ ସଂପୃକ୍ତ ସଂପାଦନ ନିମନ୍ତେ ନିଜାରିତ ପ୍ରତି ନିର୍ଗମ କରାଯାଇଥିବା ଆଦେଶକୁ, ରେଜିଷ୍ଟରରେ ଉଲ୍ଲେଖ କରାଯିବ । ପରିଶିଷ୍ଠ - ୧୩ ନାମାନ୍ତରଣ ମୋକଦ୍ଦମା ଆପତ୍ତି ଦରଖାସ୍ତ ରେଜିଷ୍ଟର । କ୍ରମିକ ସଂଖ୍ୟା :______ ଆପତ୍ତିକାରୀଙ୍କ ନାମ ଏବଂ ଠିକଣା :_____ ନାମାନ୍ତରଣ ରେଜିଷ୍ଟରରେ, ନାମାନ୍ତରଣ ମୋକଦ୍ଦମାର କ୍ରମିକ ସଂଖ୍ୟା, ଯେଉଁଥିପ୍ରତି ଏପରି ଆପତ୍ତି ସଂପୃକ୍ତ :_____ ଆପତ୍ତିର ସାରାଂଶ :_____ ନାମାନ୍ତରଣ ମୋକଦ୍ଦମାର ଫଇସଲା ତାରିଖ :______ ଆପତ୍ତି ଦରଖାସ୍ତ ଉପରେ, ଆଦେଶର ଉଦ୍ଦେଶ୍ୟ :______ ମନ୍ତବ୍ୟ :______ ପରିଶିଷ୍ଠ - ୧୪ ରାଜସ୍ୱ ନ୍ୟାୟାଳୟରେ ସାକ୍ଷୀଙ୍କ ଉପସ୍ଥିତି ରେଜିଷ୍ଟର ସାକ୍ଷୀର କ୍ରମିକ ସଂଖ୍ୟା :____ ସାକ୍ଷୀର ନାମ :_____ ଶ୍ରେଣୀୟ ମୋକଦ୍ଦମା ନିମନ୍ତେ, ରେଜିଷ୍ଟରରେ ମୋକଦ୍ଦମା ସଂଖ୍ୟା :____ ଉପସ୍ଥିତ ତାରିଖ ପ୍ରଥମ ଦିନ :________ ଦ୍ଵିତୀୟ ଦିନ :____ ତୃତୀୟ ଦିନ :______ ଚତୁର୍ଥ ଦିନ :______ ପଞ୍ଚମ ଦିନ :______ ଷଷ୍ଠ ଦିନ :______ ପରିଶିଷ୍ଠ - ୧୫ ନାମାନ୍ତରଣ କାର୍ଯ୍ୟାନୁଷ୍ଠାନରେ ଅନୁସରଣ କରାଯିବାକୁ ଥିବା ପଦ୍ଧତି ସଂବନ୍ଧରେ, ଦେୱାନୀ କାର୍ଯ୍ୟାବିଧି ସଂହିତା, ୧୯୦୮ରୁ ସାରାଂଶ :-- ଅର୍ଡର – ୫ ନିୟମାବଳୀ ୧ରୁ ୪, ୬, ୩, ୯ ରୁ ୧୨ ଏବଂ ୧୫ ରୁ ୨୦ । ଅର୍ଡର – ୯ ନିୟମାବଳୀ ୩, ୬ ୭ ଏବଂ ୧୦ ରୁ ୧୪ । ଅର୍ଡର – ୧୧ ନିୟମାବଳୀ ୧୨ ରୁ ୨୧ । ଅର୍ଡର – ୧୨ ନିୟମ – ୨ । ଅର୍ଡର – ୧୩ ନିୟମାବଳୀ ୧ରୁ ୧୧ । ଅର୍ଡର – ୧୮ ନିୟମାବଳୀ ୧, ୨, ୪, ୬, ୮ ରୁ ୧୨ ଏବଂ ୧୫ ରୁ ୧୮ । ଅର୍ଡର – ୩୬ ନିୟମାବଳୀ ୧ରୁ ୮ । ମନ୍ତବ୍ୟ : ବିସ୍ତୃତ ବିବରଣୀ ନିମନ୍ତେ, ଅଧୁନା ପର୍ଯ୍ୟନ୍ତ ସଂଶୋଧିତ ଦେୱାନୀ କାର୍ଯ୍ୟବିଧି ସଂହିତା ଦ୍ରଷ୍ଟବ୍ୟ । ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ ର ପ୍ରଥମ ସୂଚୀର ପରିଶିଷ୍ଠ ‘ଗ’ ରେ ଫର୍ମ ନଂ ୫ । ଦଲିଲ୍ ସଂବନ୍ଧରେ ଆଫିଡାଭିଟ (ଅର୍ଡର ୧୧, ନିୟମ ୧୩) ମୁଁ, ଉପରୋକ୍ତ ପ୍ରତିବାଦୀ, ଶପଥପାଠ ଉପରେ, ନିମ୍ନ ବିଷୟ ଉଲ୍ଲେଖ କରୁଛି : - ଏଥି ସହ ସଂଯୁକ୍ତ ସୂଚୀର ପ୍ରଥମ ଏବଂ ଦ୍ଵିତୀୟ ଅଂଶରେ, ଉଲ୍ଲେଖ କରାଯାଇଥିବା ଏହି ମୋକଦ୍ଦମାରେ ପ୍ରଶ୍ନଗତ ବିଷୟ ପ୍ରତି ସଂଯୁକ୍ତ ଦଲିଲ୍ ମୋର ଦଖଲ କିମ୍ବା କ୍ଷମତାରେ ଅଛି । ଏଥି ସହ ସଂଯୁକ୍ତ ପ୍ରଥମ ସୂଚୀର ଦ୍ଵିତୀୟ ଅଂଶରେ ଉଲ୍ଲେଖ କରାଯାଇଥିବା ଉକ୍ତ ଦଲିଲ୍ ପଦ୍ଧତିକୁ ମୁଁ ଆପତ୍ତି କରୁଛି । (ଆପତ୍ତିର କାରଣ ଉଲ୍ଲେଖ କର) । ଏଥିସହ ସଂପୃକ୍ତ ଦ୍ଵିତୀୟ ସୂଚୀରେ ଉଲ୍ଲେଖ କରାଯାଇଥିବା ପ୍ରଶ୍ନଗତ ବିଷୟ ସଂବନ୍ଧରେ ଦଲିଲ୍ ମୋର ଦଖଲରେ ଥିଲା; ମାତ୍ର ବର୍ତ୍ତମାନ ନାହିଁ । ଶେଷରେ ଉଲ୍ଲେଖିତ ଦଲିଲ୍ ଗୁଡିକ ମୋର ଦଖଲରେ ଶେଷ ଥରରେ ଥିଲା (କେତେବେଳେ ଏବଂ କିପରି ସେଗୁଡିକର କ’ଣ ହେଲା ଏବଂ ସେଗୁଡିକ ବର୍ତ୍ତମାନ କାହାର ଦଖଲରେ ଛି, ତାହା ଉଲ୍ଲେଖ କର) । ମୋର ଜ୍ଞାତସାର, ତଥ୍ୟ ଏବଂ ବିଶ୍ଵାସ ଅନୁଯାୟୀ, ବର୍ତ୍ତମାନ ମୋ ନିକଟରେ କିମ୍ବା ମୋ କ୍ଷମତାରେ କିମ୍ବା ମୋର ଦଖଲରେ କିମ୍ବା ମୋର ଓକିଲଙ୍କ ଦଖଲରେ, କ୍ଷମତାରେ କିମ୍ବା ତତ୍ତ୍ଵାବଧାନରେ କିମ୍ବା ମୋ ତରଫରୁ କୌଣସି ବ୍ୟକ୍ତିର ଦଖଲରେ, କୌଣସି ହିସାବ ପୁସ୍ତିକା, ଭାଉଚର, ରସିଦ୍, ପତ୍ର, ସ୍ମାରକପତ୍ର, କାଗଜ କିମ୍ବା ଲେଖା କିମ୍ବା ଏପରି ଦଲିଲ୍ ର କୌଣସି ସାରାଂଶ କିମ୍ବା ଅନ୍ୟ କୌଣସି ଦଲିଲ୍ ର ସାରାଂଶ ନାହିଁ, ଯାହାକି ଏହି ମୋକଦ୍ଦମାରେ ସଂପୃକ୍ତ ପ୍ରଶ୍ନ ଗତ ବିଷୟ ସହ ସଂପୃକ୍ତ କିମ୍ବା ଯେଉଁଥିରେ ଏପରି ବିଷୟ ସଂବନ୍ଧରେ କୌଣସି ଅନ୍ତର୍ଭୁକ୍ତିକରଣ ଅଛି, ଯାହାକି ପ୍ରଥମ ଏବଂ ଦ୍ଵିତୀୟ ସୂଚୀରେ ଉଲ୍ଲେଖିତ ଦଲିଲ୍ ବ୍ୟତୀତ । ଅର୍ଡର ୭ର ନିୟମ- ୧୭ ଅର୍ଡର- ୧୨ର ନିୟମ ୫ର ଉପ-ନିୟମ-୩କୁ ଉଲ୍ଲେଖ କର । ଦଫା ୧୭. ଦୋକାନ ପୁସ୍ତିକାର ଉପସ୍ଥାପନା କାରୀକରଙ୍କର ସାକ୍ଷ୍ୟ ଆଇନ୍, ୧୮୯୧ ପୁସ୍ତିକା ଦ୍ଵାରା ଅନ୍ୟଥା ବ୍ୟବସ୍ଥାୟୀତ ବ୍ୟତୀତ, ଯେଉଁ ସ୍ଥଳରେ ସେହି ଦଲିଲ୍, ଯାହା ଉପରେ ବାଦୀ ମୋକଦ୍ଦମା କରିଥାଏ, ତାହା କୌଣସି ଦୋକାନ ପୁସ୍ତିକାରେ ଏକ ଅନ୍ତର୍ଭୁକ୍ତିକରଣ ହୋଇଥାଏ କିମ୍ବା ବାଦୀଙ୍କର ଦଖଲ କିମ୍ବା କ୍ଷମତାରେ ଥିବା ଅନ୍ୟ କୌଣସି ହିସାବ ପୁସ୍ତିକାରେ ଥାଏ, ସେପରି ସ୍ଥଳେ ବାଦୀ ଅର୍ଜି ଦାଖଲ କରିବା ସମୟରେ, ଉକ୍ତ ପୁସ୍ତିକା କିମ୍ବା ହିସାବ ଉପସ୍ଥାପନ କରିବା ସହିତ, ସେହି ଅନ୍ତର୍ଭୁକ୍ତିକରଣର ଏକ ନକଲ ଉପସ୍ଥାପନ କରିବେ, ଯାହା ଉପରେ ସେ ଆସ୍ଥା ସ୍ଥାପନ କରନ୍ତି । ମୂଳ ଅନ୍ତର୍ଭୁକ୍ତିକରଣକୁ ଚିହ୍ନିତ କରାଯିବ ଏବଂ ଫେରସ୍ତ କରାଯିବ । (୨) ମୂଳ ଅନ୍ତର୍ଭୁକ୍ତିକରଣ ଚିହ୍ନିତ କରାଯିବ ଏବଂ ଫେରସ୍ତ କରାଯିବ ନ୍ୟାୟାଳୟ କିମ୍ବା ଏପରି ଅଧିକାରୀ, ଯେପରି ଏ ସଂବନ୍ଧରେ ଏହା ନିଯୁକ୍ତ କରନ୍ତି, ସେ ଚିହ୍ନଟ ନିମତେ ଏପରି ଦଲିଲ୍ କୁ ଚିହ୍ନିତ କରିବେ ଏବଂ ମୂଳ ସହିତ ନକଲକୁ ପରୀକ୍ଷା ଏବଂ ତୁଳନା କରିବା ପରେ, ଯଦି ଏହା ସଠିକ୍ ବୋଲି ଦେଖାଯାଏ, ତା ହେଲେ ଏହା ସେପରି ବୋଲି ପ୍ରମାଣିତ କରିବେ ଏବଂ ବାଦୀଙ୍କୁ ଉକ୍ତ ପୁସ୍ତିକା ଫେରସ୍ତ କରିବେ ଏବଂ ନକଲକୁ ଫାଇଲ୍ କରିବେ । ପରିଶିଷ୍ଠ - ୧୬ ମାପଚୁପ ଏବଂ ନାମାନ୍ତରଣ ଶୁଳ୍କର ରେଜିଷ୍ଟର କ୍ରମିକ ସଂଖ୍ୟା :_____ ନାମାନ୍ତରଣ ମୋକଦ୍ଦମାର କ୍ରମିକ ସଂଖ୍ୟା, ଯେଉଁଥିରେ ଶୁଳ୍କ ଆଦାୟ କରାଯାଇଛି :______ ଜମାକାରୀଙ୍କ ନାମ :_______ ଅର୍ଥରାଶି :______ a) ମାପଚୁପ କିମ୍ବା ପରିଦର୍ଶନ ଶୁଳ୍କ :_____ b) ନାମାନ୍ତରଣ ଶୁଳ୍କ :______ ତହସିଲ କାର୍ଯ୍ୟାଳୟରେ, ବିବିଧା ରସିଦ୍ କିମ୍ବା ରେଜିଷ୍ଟର, ଉପାଦେୟ ଅନ୍ତର୍ଭୁକ୍ତିକରଣର କ୍ରମିକ ସଂଖ୍ୟା :_____ ଚଳାନ୍ ର ସଂଖ୍ୟା ଏବଂ ତାରିଖ, ଯାହା ଅଧିନରେ ଏପରି ଅର୍ଥରାଶି, ତହବିଲ୍ ରେ ଜମା କରାଯାଇଛି :_____ ନାଇବ୍ ତହସିଲଦାର୍ ଙ୍କର ନାମ, ଯେକି ଏପରି ମାପଚୁପ କିମ୍ବା ପରିଦର୍ଶନ ପରିଚାଳନା କରିଥିଲେ :_____ ମାନୁଆନ୍ ର ପାରାଗ୍ରାଫ୍ ୧୧୪ ଅନୁଯାୟୀ, ନାଇବ୍ – ତହସିଲଦାର୍ ଙ୍କୁ ଦେୟ ପାରିଶ୍ରମିକ :______ ଯଦି ଆଦାୟ କରାଯାଇଥିବା ଶୁଳ୍କ, ଆଦାୟ କରାଯିବା ଠାରୁ ଅଧିକ ହୋଇଥାଏ, ତାହେଲେ ଏପରି ଅଧିକା ଶୁଳ୍କକୁ, ପକ୍ଷକୁ ଫେରସ୍ତନୀୟ ଅଟେ :________ 10. ତହବିଲ୍ ଭାଉଚରର ନମ୍ବର ଏବଂ ତାରିଖ, ଯେଉଁଥିରେ ଯେଉଁଥିରେ ଏପରି ଅର୍ଥରାଶିକୁ ସ୍ତମ୍ଭ-୮ ଅନୁଯାୟୀ ପ୍ରଦାନ କରିବା ନିମନ୍ତେ ଆହରଣ କରାଯାଇଛି :_____ 11. ସ୍ତମ୍ଭ ୯ର ଫେରସ୍ତି କ୍ଷେତ୍ରରେ, ତହବିଲ୍ ରେ, ଫେରସ୍ତ ବିଲ୍ ର ଉପସ୍ଥାପନା :_______ ମନ୍ତବ୍ୟ :______ ପରିଶିଷ୍ଠ - ୧୭ ବିବିଧା ରସିଦ୍ ର, ଗୌଣ ରେଜିଷ୍ଟର _______ତହସିଲରେ, ବିବିଧା ରସିଦ୍ ର ଗୌଣ ରେଜିଷ୍ଟର ତାରିଖ ରସିଦ୍ ର ସଂଖ୍ୟା ରସିଦ୍ ର ନିର୍ଦ୍ଧିଷ୍ଟ ବିବରଣୀ ଅର୍ଥରାଶି ମନ୍ତବ୍ୟ (୧) (୨) (୩) (୪) (୫) ପରିଶିଷ୍ଠ - ୧୮ ଅମୀନ୍ ର ତଦନ୍ତ ବିବରଣୀ ଫର୍ମ ମୋକଦ୍ଦମା ସଂଖ୍ୟା :______ ସେହି ତାରିଖ, ଯେବେ ତଦନ୍ତ ନିମନ୍ତେ ଆଦେଶ ଗୃହୀତ ହୋଇଥିଲା :_____ କେଉଁ ତାରିଖରେ ତଦନ୍ତ ପରିଚାଳନା କରାଯାଇଥିଲା :______ ତଦନ୍ତର ବିବରଣୀ (ଏହା ସଂକ୍ଷିପ୍ତ ହେବା ଉଚିତ; ମାତ୍ର ସମ୍ପୂର୍ଣ୍ଣ ଭାବେ ସମସ୍ତ ଆବଶ୍ୟକ ତଥ୍ୟ ଏବଂ ସଂଯୋଗର ବିସ୍ତୃତ ବିବରଣୀ ପ୍ରଦାନ କରାଯିବ, ଯଦି କିଛି ଥାଏ :_____ ତାରିଖ ବିବରଣୀ ଦାଖଲକାରୀ ବ୍ୟକ୍ତିର ସ୍ଵାକ୍ଷର ଏବଂ ପଦବୀ ପରିଶିଷ୍ଠ - ୧୯ ନାମାନ୍ତରଣ ଅଧିକାରୀ ପୂର୍ବାହ୍ନ __________ଘଟିକାରେ, ତାଙ୍କର ଆସନ ଗ୍ରହଣ କରେ । ଆବେଦନ ଦରଖାସ୍ତ ସଂଖ୍ୟା __________ ରୁ ________ ଗୃହୀତ । ନିମ୍ନଲିଖିତ ମୋକଦ୍ଦମା, ଉକ୍ତ ଦିନ ନିମନ୍ତେ ଧାର୍ଯ୍ୟ କରାଯାଇଛି, ଯାହାକି ସ୍ତମ୍ଭ ୨ରେ ସୂଚୀତ ପଦ୍ଧତିରେ ବିଚାର କରାଯିବ । ପରୀକ୍ଷା କରାଯାଇଥିବା ସାକ୍ଷୀଙ୍କର ସଂଖ୍ୟା (୧) (୨) (୩) ନ୍ୟାୟାଳୟ ଅପରାହ୍ନ ________ରେ ବନ୍ଦ ହେଲା । ଟିପ୍ପଣୀ ବର୍ଷର ପ୍ରତ୍ୟକ ଚାରିମାସ ମଧ୍ୟରେ ପରୀକ୍ଷା କରାଯାଇଥିବା ସମୁଦାୟ ସାକ୍ଷୀଙ୍କ ସଂଖ୍ୟା ଦର୍ଶାଇବା ନିମନ୍ତେ, ଦୈନନ୍ଦିନ ଏକ କ୍ରମାନୁଗତିକ ମୋଟ, ନାଲି କାଳିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । ନିୟମ ସଂଖ୍ୟା ୩/୧୯୦୯ (ଆହୁରି ମଧ୍ୟ ନିୟମ-୨, ପ୍ରାରମ୍ଭିକ ଭଲ୍ୟୁମ-୧ ଦ୍ରଷ୍ଟବ୍ୟ) । ପରିଶିଷ୍ଠ - ୨୦ ତହସିଲଦାର୍ ଙ୍କ କାର୍ଯ୍ୟାଳୟ :________ ଜିଲ୍ଲା :________ ମୋକଦ୍ଦମା ସଂଖ୍ୟା :_______ ବର୍ଷ :______ ଖତୀୟାନରେ, ନିମ୍ନଲିଖିତ ପରିବର୍ତ୍ତନକୁ ଆଦେଶିତ କରାଯାଇଛି :_________ ଗ୍ରାମର ନାମ :________ ଥାନାର ନାମ :_________ ଞ୍ଚପରିବର୍ତ୍ତନର ବିଶେଷ ବିବରଣୀ :________ ତହସିଲଦାର୍ ଞ୍ଚଯଦି ଏପରି ପାରିବର୍ତ୍ତନ, ପ୍ଲଟଗୁଡିକର ଉପ – ବିଭାଜନକୁ ଅନ୍ତର୍ଭୁକ୍ତ କରୁଥାଏ, ତାହେଲେ ଏପରି ଉପ-ବିଭାଜନକୁ ସୂଚୀତ କରି ଏକ ସ୍କେଚ୍ ନକ୍ସାକୁ ସଂଯୋଗ କରାଯିବ, ଯାହାକି ନାଇବ୍ – ତହସିଲଦାର୍ ଙ୍କ ପ୍ରତି ଉଦ୍ଦେଶିତ । ପ୍ରମାଣିତ କରାଯାଉଛି ଯେ, ଚିଠାରେ ସୂଚୀତ ପରିବର୍ତ୍ତନ ______ ତାରିଖରେ, ସମସ୍ତ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯାଇଛି । ନାଇବ୍ – ତହସିଲଦର୍ ପରିଶିଷ୍ଠ - ୨୧ ______ ବର୍ଷ ନିମନ୍ତେ, _______ ଗ୍ରାମର ଦାବୀକୁ ପ୍ରଭାବିତ କରୁଥିବା ପରିବର୍ତ୍ତନକୁ ଦର୍ଶାଉଥିବା ରେଜିଷ୍ଟର :___ କ୍ରମିକ ସଂଖ୍ୟା :_______ ହୋଲଡିଂ ନମ୍ବର :______ ଆକଳନରେ ପରିବର୍ତ୍ତନ : ଖଜଣା :_______ ଜଳକର :_______ ସେସ୍ :______ ନିସ୍ତାର ସେସ୍ :_______ ମୋଟ୍ :______ କେଉଁ ତାରିଖରୁ, ଏପରି ଆଦେଶ ପ୍ରଭାବିତ :_______ ପରିବର୍ତ୍ତନକୁ ମଞ୍ଜୁର କରୁଥିବା ଆଦେଶର ସଂଖ୍ୟା ଏବଂ ତାରିଖ ଏବଂ ପରିବର୍ତ୍ତନର ଏକ ସଂକ୍ଷିପ୍ତ ବିବରଣୀ :_____ କାହା ଦ୍ଵାରା ପରିତ୍ୟାଗ କରାଯାଇଛି କିମ୍ବା କାହାକୁ ହସ୍ତାନ୍ତରୀତ କିମ୍ବା ନ୍ୟସ୍ତ କରାଯାଇଛି କିମ୍ବା ଅନ୍ୟ ବିବରଣୀ :____ ମନ୍ତବ୍ୟ :_____ ଟିପ୍ପଣୀ ଦାବୀ ଅଧିକନ୍ତୁ, ଉଦ୍ରେକ ହୋଇଥିବା ସମସ୍ତ ପରିବର୍ତ୍ତନକୁ କଳାକାଳିରେ ଲେଖାଯିବା ଏବଂ ଯେଉଁଗୁଡିକ ଦାବୀରେ ହ୍ରାସକରଣକୁ ଅନ୍ତର୍ଭୁକ୍ତ କରେ, ତାକୁ ନାଲି କାଳିରେ ଲେଖାଯିବ ଏବଂ ଫସଲ ବର୍ଷର, ଶେଷରେ, ହାରାହାରି ଫଳାଫଳକୁ ବାହାର କରାଯିବ । ପରିବର୍ତ୍ତନର ରେଜିଷ୍ଟର ‘ଖ’ କ୍ରମିକ ସଂଖ୍ୟା :________ କାହାଠାରୁ ହସ୍ତାନ୍ତରୀତ : ହୋଲଡିଂ ନମ୍ବର :_____ ଧାରନାକାରୀଙ୍କ ନାମ :______ କାହାକୁ ହସ୍ତାନ୍ତରୀତ : ହୋଲଡିଂ ନମ୍ବର :______ ଧାରନାକାରୀଙ୍କ ନାମ :______ ଆକଳନ : ଖଜଣା :______ ଜଳକର :______ ସେସ୍ :______ ନିସ୍ତାର ସେସ୍ :______ ମୋଟ୍ :______ ସେହି ତାରିଖ, ଯେବେ ଆଦେଶ ପ୍ରଭାବିତ :_______ ପରିବର୍ତ୍ତନର ମଞ୍ଜୁରୀ ଆଦେଶର ସଂଖ୍ୟା ଏକ ତାରିଖ, ଏବଂ ପରିବର୍ତ୍ତନର ସଂକ୍ଷିପ୍ତ ବିବରଣୀ :______ ମନ୍ତବ୍ୟ :_______ ପରିଶିଷ୍ଠ - ୨୨ ନାମାନ୍ତରଣ ମୋକଦ୍ଦମାରେ ଅପିଲ୍ ର ରେଜିଷ୍ଟର କ୍ରମିକ ସଂଖ୍ୟା :______ ପକ୍ଷମାନଙ୍କର ନାମ :______ କାର୍ଯ୍ୟାଳୟ କିମ୍ବା ଅଧିକାରୀଙ୍କ ନାମ, ଯାହାଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ଅପିଲ୍ କରାଯାଇଛି :_______ ନିମ୍ନ ନ୍ୟାୟାଳୟରେ ଅନୁଷ୍ଠିତ ତାରିଖ :______ ଅପିଲ୍ ଅନୁଷ୍ଠିତ ତାରିଖ :______ ଅପିଲ୍ ରେ ଆଦେଶ ତାରିଖ ଏବଂ କେଉଁ ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଛି :______ ଆଦେଶର ଉଦ୍ଦେଶ୍ୟ :______ ମନ୍ତବ୍ୟ :______ ପରିଶିଷ୍ଠ - ୨୩ ତହସିଲଦାର୍ ଙ୍କ ଦ୍ଵାରା ଦାଖଲ କରାଯିବାକୁ ଥିବା ରିଟର୍ଣ୍ଣ ତହସିଲ ନାମ :______ ଗତ ମାସ ଶେଷରେ ସ୍ଥଗିତ ଥିବା ନାମାନ୍ତରଣ ଆବେଦନ ପତ୍ରର ସଂଖ୍ୟା :______ ମାସ ମଧ୍ୟରେ ଗୃହୀତ ନାମାନ୍ତରଣ ଆବେଦନପତ୍ର ସଂଖ୍ୟା :_____ ଫଇସଲା ନିମନ୍ତେ ସ୍ଥଗିତ ମୋଟ୍ ସଂଖ୍ୟା :______ ମାସ ମଧ୍ୟରେ ଫଇସଲା ହୋଇଥିବା ନାମାନ୍ତରଣ ଆବେଦନ ପତ୍ରର ସଂଖ୍ୟା :_______ ମାସ ଶେଷରେ ଫଇସଲା ନିମନ୍ତେ ସ୍ଥଗିତ ଥିବା ମୋକଦ୍ଦମା ସଂଖ୍ୟା :______ ତିନି ମାସରୁ ଉର୍ଦ୍ଧ୍ଵ ସ୍ଥଗିତ ଥିବା ମୋକଦ୍ଦମା ସଂଖ୍ୟା :______ ଫଇସଲା ମୋକଦ୍ଦମାଗୁଡିକର ସଂଖ୍ୟା, ଯେଉଁଥିରେ ଖତୀୟାନ ସଂଶୋଧନ କରାଯାଇନାହିଁ :_______ ମନ୍ତବ୍ୟ :_______ ପରିଶିଷ୍ଠ - ୨୪ କଲେକ୍ଟରଙ୍କ ଦ୍ଵାରା ଦାଖଲ କାରାଯିବାକୁ ଥିବା ରିଟର୍ଣ୍ଣ ଶେଷ ମାସ ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ନାମାନ୍ତରଣ ଆବେଦନ ପତ୍ରର ସଂଖ୍ୟା :______ ମାସ ମଧ୍ୟରେ ଦାଖଲ କରାଯାଇଥିବା ନାମାନତରଣ ଆବେଦନ ପତ୍ରର ସଂଖ୍ୟା :_______ ମୋଟ୍ :______ ଶେଷ ମାସ ପର୍ଯ୍ୟନ୍ତ ଫଇସଲା ହୋଇଥିବା ନାମାନ୍ତରଣ ଆବେଦନପତ୍ରର ସଂଖ୍ୟା :_______ ମାସ ମଧ୍ୟରେ ଫଇସଲା ହୋଇଥିବା ନାମାନ୍ତରଣ ଆବେଦନ ପତ୍ରର ସଂଖ୍ୟା :______ ମୋଟ୍ :______ ସ୍ଥଗିତ ଥିବା ଆବେଦନପତ୍ରର ସଂଖ୍ୟା (ପ୍ରତ୍ୟକ ତହସିଲ ନିମନ୍ତେ ସଂଖ୍ୟା ପ୍ରଦାନ କର) :______ ପରିଶିଷ୍ଠ - ୨୫ ଆଦାୟ କରାଯାଇଥିବା ନ୍ୟାୟାଳୟ ଶୁଳ୍କର ରେଜିଷ୍ଟର କ୍ରମିକ ସଂଖ୍ୟା :______ ନାମାନ୍ତରଣ ରେଜିଷ୍ଟରରେ, ମୋକଦ୍ଦମାର କ୍ରମିକ ସଂଖ୍ୟା ଯେଉଁଥିରେ ନ୍ୟାୟାଳୟ ଶୁଳ୍କ ଆଦାୟ କରାଯାଇଛି :_____ ଶୁଳ୍କ ପ୍ରଦାନ କରିବା ନିମନ୍ତେ ଦାୟୀ ବ୍ୟକ୍ତିର ନାମ :_____ ଆଦାୟର ତାରିଖ :______ ମନ୍ତବ୍ୟ :______ ଆଧାର – ଦ ଲ ହାଉସ