କେତେବେଳେ ସତ୍ତ୍ଵ ଫେରେ Return (କେତେବେଳେ ସତ୍ତ୍ଵ ଫେରେ) ଅଂଶୀଦାରମାନଙ୍କୁ ତାଙ୍କର Fixed ଅଂଶ ଦେଇ ସାରିବା ପରେ ଯେଉଁ ବଳକା ସଂପତ୍ତି ରହିଲା ମାତ୍ର କୌଣସି ଉତ୍ତରାଧିକାରୀ ନାହାନ୍ତି ତେବେ ଉକ୍ତ ସଂପତ୍ତି ଉପରୋକଟ ଅଂଶୀଦାରମାନ ପାଖୁ ଫେରିବ । ଦୂର ସମ୍ପର୍କୀୟ ବନ୍ଧୁ ଯଦି ସେୟାରର ବା ରେସିଡୁଆର କେହି ନଥାନ୍ତି ତେବେ ଦୂର ସମ୍ପର୍କୀୟ ବନ୍ଧୁମାନେ କୌଣସି ମୃତ ବ୍ୟକ୍ତିର ସଂପତ୍ତି ପାଇବେ । ଏମାନେ ସାଧାରଣତଃ 4 ପ୍ରକାର ତଳଆଡୁ ମୃତ ବ୍ୟକ୍ତିର ସମ୍ପର୍କୀୟ ମାତ୍ର ଯେଉଁଠାରେ ସେୟାରର ବା ରେସୁଡୁଆରି ନଥାନ୍ତି । ମୃତ ବ୍ୟକ୍ତିର ଉପର ଆଡକୁ ସମ୍ପର୍କୀୟମାନେ ଯେଉଁଠାରେ share ବା ରେସୁଡୁଆରୀ ନଥାନ୍ତି । ମୃତ ବ୍ୟକ୍ତିର ବାପାଙ୍କ ତଳଆଡର ସମ୍ପର୍କୀୟ ଯେଉଁଠାରେ ସେୟାରର ବା ରେସୁଡୁଆରୀ ନଥାନ୍ତି । ମୃତ ବ୍ୟକ୍ତିର ବାପାଙ୍କର ଉପର ଆଡର ସମ୍ପର୍କୀୟ ଯେଉଁଠାରେ ସେଯାରର ବା ରେସିଡୁଆରୀ ନ ଥାନ୍ତି । ପାଖ ସଂପର୍କୀୟ, ଅନ୍ୟମାନଙ୍କୁ ଦୂରେଇ ଥାଏ । ରେସୁଡୁଆରୀମାନଙ୍କ ତାଲିକାର 1 ନମ୍ବର ର ଉତ୍ତରାଧିକାରୀ ନଥିଲେ 2 ନମ୍ବର ଉତ୍ତରାଧିକାରୀମାନେ ସେହିପରି 2 ନଥିଲେ 3 , ଏହି କ୍ରମରେ ସଂପତ୍ତି ବଣ୍ଟା ହେବ । ପ୍ରଥମେ ଝିଅର ପିଲାମାନେ ପୁଅର ଝିଅର ପିଲାମାନେ ଝିଅର ନାତି ନାତୁଣୀ ପୁଅର ପୁଅର ଝିଅର ପିଲାମାନେ ଝିଅର ଅଣନାତି, ଅଣନାତୁଣୀ ଓ ପୁଅର ଅଣନାତି ଅଣନାତୁଣୀ କିପରି ସଂପତ୍ତି ବାଣ୍ଟ ହେବ ଝିଅର ପୁଅ 2/3 ଝିଅର ଝିଅ 1/3 ଝିଅର ପୁଅର ପୁଅ 2/3 ଝିଅର ପୁଅର ଝିଅ 1/3 ଝିଅ ର 2 ଟି ଝିଅ ଥିଲେ 4/5 ଜଣକା 2/5 ଝିଅର ଗୋଟିଏ ଝିଅ ଥିଲେ 1/5 Sec. 72 ୨ ୟ ଶ୍ରେଣୀୟ ଦୂର ସଂମ୍ପର୍କୀୟ Sec. 73 ୩ ୟ ଶ୍ରେଣୀୟ ଦୂର ସଂମ୍ପର୍କୀୟ Sec.74 କାହା ପରବେ କିଏ Sec.75 ଏମାନଙ୍କ ମଧ୍ୟରେ ଅଂଶ ବଣ୍ଟନ । Sec.76. ୪ ର୍ଥ ଶ୍ରେଣୀୟ ଦୂର ସଂପର୍କୀୟ Sec.77. ପୈତୃକ ପକ୍ଷର କକା ଖୁଡୀ । ମାତୃକ ପକ୍ଷର କକା ଖୁଡୀ । Sec.78 ଏମାନଙ୍କ ର ଅଂଶୀଦାର ଓ ଉତ୍ତରାଧିକାରୀ Sec.79 ଆଉ ଯଦି କିଏ ଥାନ୍ତି Sec.80 . ଚୁକ୍ତି ଦ୍ଵାରା ସମ୍ପତ୍ତି ପାଇବା Sec.81 କୌଣସି ଦୂର ସଂପର୍କୀୟ ବନ୍ଧୁ Sec.82 ସର୍ବଜାନିନ ବନ୍ଧୁ ଯାହାକି ଉଇଲ କରିଦିଆଯାଇଥାଏ । Sec. 83 . ରାଜ୍ୟକୁ ସମ୍ପତ୍ତି ଉତ୍ସର୍ଗି Sec.84. ସାବତ ପିଲା ଛୁଆ Sec.85 : ଅବୈଧ ସନ୍ତାନ ସନ୍ତତି Sec 86. ନିଖୋଜ ଲୋକ (୯୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଛି ବୋଲି ଧରାଯିବ) । କିନ୍ତୁ 108 Evidence Act ଦ୍ଵାରା ଉକ୍ତ ୯୦ ବର୍ଷ ବଞ୍ଚିବାକୁ ଥାଉ ଧରାଯିବ ନାହିଁ । 1884(7) all 297 । Seha law of inheritance Sharers :- ଝିଅ, ଭଉଣୀ Consnguine sister :- ଦୂର ରକ୍ତ ସଂପର୍କୀୟ ଭଉଣୀ uterine brother sister ସହୋଦର ଭଉଣୀ ଏମାନଙ୍କର ପିଲାଝୁଆ , ସ୍ଵାମୀ , ସ୍ତ୍ରୀ , ମା , ବାପା । Residuary :- ଅନ୍ୟ ଉତ୍ତରାଧିକାରୀ ଯେଉଁମାନେ Sharer ବା ତାଙ୍କର ପିଲାଛୁଆ ହୋଇନଥିବେ । Class I heir : Father,Mother , Daughter , son । ଆଧାର- ଦି ଲ ହାଉସ