ଉପକ୍ରମ ଜଣେ ମୁସଲମାନ ତାର ସଂପତ୍ତିକୁ କୌଣସି ଧର୍ମ ଅନୁଷ୍ଠାନକୁ ସବୁଡ଼ିଏନ ପାଇଁ ଦାନ କରିଥାଏ । ତାକୁ walkfs ସଂପତ୍ତି କୁହାଯାଏ । ନ୍ୟାୟ ସଙ୍ଗତ wakfs ପାଇଁ କଣ କଣ ଦରକାର ? ଦାନଟି ଚିରସ୍ଥାୟୀ ହେବା ଆବଶ୍ୟକ ଦାନଟି ତତକ୍ଷଣାତ ହେବା ଆବଶ୍ୟକ ଏହା ନିସର୍ତ୍ତ ମୂଳକ ହେବା ଆବଶ୍ୟକ ଏପରି କୌଣସି ନିଧୀଷ୍ଟ ସର୍ତ୍ତ ରହିବ ନାହିଁ କି ଯେ ଉପରୋକଟ ସର୍ତ୍ତ ସମୟ ପୂରଣ ପରେ ହିଁ wakf କାର୍ଯ୍ୟକାରୀ ହେବ । ଠାକୁରଙ୍କୁ ଦାନ କରିଦେବା ସଂପତ୍ତି ପକ୍ଷେ ଦାତ୍ତାର ଆଉ ମାଲିକାନା ରହିବ ନାହିଁ । ସେ କେଉଁ ଉଦ୍ଦେଶ୍ୟରେ ଦାନ କାଲେ ସେ ଉକ୍ତ ଦତ୍ତପତ୍ରରେ ଉଲ୍ଲେଖ କରିପାରିବେ । କୌଣସି ଏକ ପରିବାରର ଅଭିଭାଜ୍ୟ ସଂପତ୍ତି କୌଣସି ମସଜିତ କିମ୍ବା କବର ସ୍ଥାନରୁ ଦାନ କରିହେବ ନାହିଁ । ଫଳାଫଳ Incidence ( ଫଳାଫଳ) 1) ଠାକୁରଙ୍କୁ ଦାନ କରିଥିବା ସଂପତ୍ତି ପକ୍ଷେ ଦାତ୍ତାଙ୍କର କୌଣସି ଦାବି ବା ସମ୍ପର୍କ ରହିବ ନାହିଁ । 2) ଏ ସମସ୍ତ ଦତ୍ତାଙ୍କର ଉତ୍ତରାଧିକାରୀ ସୂତ୍ରେ କେହି ପାଇବେ ନାହିଁ । 3) ଏ ସଂପତ୍ତିର ଦାନକୁ ଆଉ revoke ବା ପ୍ରତ୍ୟାହୃତ କରିପାରିବେ ନାହିଁ । Wakf ର ( ଯୋଗ୍ୟତା) ସେ ଜଣେ ସାବାଳକ ହୋଇଥିବେ । ମସ୍ତିଷ୍କ ବିକୃତି ହୋଇନଥିବ । ସଂପତ୍ତିରେ ମାଲିକ ଥିବା ସମୟରେ ହିଁ ୱାକଫକୁ ଦାନ କରିପାରିବେ । Wakf ଓ ତାଙ୍କର କ୍ଷମତା ସେ ଜଣେ ସାବାଳକ ହୋଇଥିବ । ମସ୍ତିଷ୍କ ବିକୃତ ହୋଇନଥିବ ସଂପତ୍ତିର ମାଲିକ ଥିବା ବେଳେ ୱାକଫ ଦତ୍ତ କରିବେ । (will) ଉଇଲ ଭଳି ଜଣେ ମୁସଲମାନ ତାର ନିଜ ସତ୍ତ୍ଵ ଓ ଦଖଲରେ ଥିବା ସମସ୍ତ ସଂପତ୍ତିକୁ କୌଣସି ଦଲିଲ ଦ୍ଵାରା ୱାକଫକୁ ଦାନ କରିପାରେ ,। ୱାକଫ ସଂପତ୍ତିରେ ସେ ମଧ୍ୟ ନିଜର କିଛି Right Reserve ରଖିପାରେ । ଯଥା :- 1) ୱାକଫ ସଂପତ୍ତି ଆୟରେ ନିଜେ ତା ଜୀବଦଶା ମଧ୍ୟରେ ସେ ଚଳିପାରେ 2) ୱାକଫ ସଂପତ୍ତି ଆୟରୁ ସେ ଘରଦ୍ଵାର କରି ରହିପାରେ । 3) Wakf ସଂପତ୍ତି ଆୟରେ ସେ ଘରଦାରା କରି ରହିପାରେ । 4) ନିହାତି ଦରକାର ପଡିଲେ ସେ ୱାକଫ ସଂପତ୍ତିରୁ ମଧ୍ୟ କିଛି ସଂପତ୍ତି ବିକ୍ରି କରିପାରେ । 5) ୱାକଫ ସଂପତ୍ତିକୁ ମଧ୍ୟ ସେ ନିଜ Control ରେ ରଖିପାରିବ । 6) Wakf ସଂପତ୍ତିର enificiary ମାନଙ୍କୁ ବଦଳାଇ ପାରିବ । 7) ମାତ୍ର ଠାରେ wakf କୁ ଦାନ କରିଥିବା ସଂପତ୍ତି ଆଉ ଫେରାଇ ଆଣି ପାରିବ ନାହିଁ । ଯେ କୌଣସି ଚଳନ୍ତି ବା ଅଚଳନ୍ତି ସଂପତ୍ତି ୱାକଫକୁ ଦାନ କରିଦିଆଯାଇପାରେ ମାତ୍ର ପରିବାରର ଅବିଭାଜ୍ୟ ସଂପତ୍ତି “ ମୂଷା” ସଂପତ୍ତିରୁ ମସଜିତ କିମ୍ବା କବର ସ୍ଥାନ କରିବାକୁ ଦିଆଯିବ ନାହିଁ । ୱାକଫର ଗଠନ ପ୍ରଣାଳୀ Constitution of wakf (ୱାକଫର ଗଠନ ପ୍ରଣାଳୀ) ୱାକଫ ନିମନ୍ତେ ସଂପତ୍ତିକୁ ମୌଖିକ ବା ଲିଖିତ ଆକାରରେ (By will) ଦାନ କରିଦିଆଯାଇପାରେ । ୱାକଫ ଦଲିଲ କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ଫର୍ମ ନାହିଁ । ମାତ୍ର ୱାକଫ କରିଦେବା ପକ୍ଷେ ନିଜେ ସ୍ଵଇଚ୍ଛା ପ୍ରକାଶ କରୁଥିବା ଯଥେଷ୍ଟ ଇମାମ ମହମ୍ମଦଙ୍କ ଭାଷାରେ ୱାକଫକୁ ଜମି ଦଖଲ ଦେଇ ଜଣେ “ ମୁଟୁୱାଲି” କୁ ନିଯୁକ୍ତ ଦେଇ ସାରିବା ପରେ ୱାକଫ କାର୍ଯ୍ୟ ପୂରଣ ହୁଏ । କିନ୍ତୁ ଆବୁ ଇସୁଫଙ୍କ ମତରେ କେବଳ ଖୋଲାଖୋଲି ପ୍ରଚାର ଦ୍ଵାରା ୱାକଫ ସଂପୂର୍ଣ୍ଣ ହୁଏ ଏବଂ ଏହା ଆଇନ ସିଦ୍ଧ । ଠାରେ ଗୋଟିଏ ୱାକଫ ହୋଇସାରିବା ପରେ ୱାକଫ କାର୍ଯ୍ୟକାରୀ ହୋଇଥାଏ । ଆଧାର- ଦି ଲ ହାଉସ