ମୃତ ବ୍ୟକ୍ତିର ସଂପତ୍ତି (1) ପ୍ରଥମରେ – ତାର ମୃତ୍ୟୁ ଓ ମୃତ ପୂର୍ବ ଚିକିତ୍ସା ଖର୍ଚ୍ଚ । (2) ପ୍ରୋବେଟ ଓ sucession certificate ଖର୍ଚ୍ଚ (3) ମୃତ ପୂର୍ବର ଋଣ (4) ଉପରୋକ୍ତ ଖର୍ଚ୍ଚ ବାବଦ ବଳକା ସଂପତ୍ତିର 1/3 rd କୁ legal will ପାଇଥିବେ ଲୋକ ନେବ । (5) ଆଉ ଯାହା ରହିଲା ତାହା ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବାଣ୍ଟ ହେବ । ଜଣେ ମୁସଲମାନ ତାର ସମସ୍ତ ସଂପତ୍ତିରୁ ମରଣ ଖର୍ଚ୍ଚ ଓ ଋଣ ଟଙ୍କା ବାବଦକୁ ସଂପତ୍ତି ବାଦ ଦେଇ ବଳକା ସଂପତ୍ତିର 1/3 rd ସେ will କରିଦେଇପାରେ ଓ ବଳକା 2/3 ଦୁଇତୃତୀୟାଂଶ ସଂପତ୍ତିର ଉତ୍ତରାଧିକାରୀମାନେ ପାଇବେ । ଆଂଶିକ ବଣ୍ଟନ : An heir can claim partition in respect of one of the properties held in common without seeking partition of all the properties . A 1971 pat- 386 ମୁସମତ Hihuman Vrs Md. Manir ପିତା ଋଣ ସୁଝିବା ପୂର୍ବରୁ ଗୋଟେ ଉତ୍ତରାଧିକାରୀ ବ ସତ୍ତ୍ଵ ପାଇବ Sec. 39 ଓ sec 40 ରେ ଯାହା ଥାଉ ନା କାହିଁକି ଜଣେ ଉତ୍ତରାଧିକାରୀ ବା ଅଂଶ ସମ୍ପତ୍ତିକୁ ହସ୍ତାନ୍ତର କରିପାରିବ (ମୃତ ପିତାଙ୍କ କରିଥିବା ଋଣ ସୁଝା ହୋଇଥାଉ ବା ନଥାଉ ) । ଜଣେ ମୁସଲମାନ ଉତ୍ତରାଧିକାରୀ ତା ଅଂଶ , ପକ୍ଷେ ନା ଦାବି ଲେଖି ଦେଇପାରିବ ନାହିଁ । ମାତ୍ର ତା ଅଂଶର ମୂଲ୍ୟ ପଇସା ନେଇ , ନା ଦାବି ଲେଖିଥିବାପରେ । ଯେଉଁ ଅଂଶୀଦାର ଉତ୍ତରାଧିକାରୀ ଯେତିକି ଅଂଶ ପାଇ, ପିତୃ ଋଣ ମଧ୍ୟ ତାର ଅଂଶର ଅନୁଯାୟୀ ଋଣ ଶୁଝିବ । ଯଥା- ବାପା ମଲାବେଳେ ଋଣ ରହିଗଲା ଟ 3200/- । ସେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ 2 ଟି ଝିଅକୁ ଛାଡ ମଳେ । ସ୍ତ୍ରୀର ଅଂଶ = ପୁଅର ଅଂଶ th ଓ ଝିଅଙ୍କର th । ତେଣୁ ମା ଦେବ 3200/-X = 400 /- ଓ ପୁଅ ଦବ 3200 X = Rs 1400/- ଜଣେ ମୁସଲିମ ମରିଗଲେ ତାର ଉତ୍ତରାଧିକାରୀମାନେ ସେମାନଙ୍କର ଅଂଶ ବାବଦ ସଂପତ୍ତିକୁ ଯେବେ , ଚାହିଁବେ ବଣ୍ଟନ କରି ନେଇ ପାରିବେ । ଯଦି କେହି Executor or Administrator ମୃତ ବ୍ୟକ୍ତିଙ୍କ ସଂପତ୍ତି ଦାୟିତ୍ଵରେ ଥାନ୍ତି ତେବେ ମହାଜନ ତାଙ୍କ ନାମରେ ଟଙ୍କା ଆଦାୟ ପାଇଁ ନିଲାମ କରିପାରିବେ । ମୃତ ବ୍ୟକ୍ତିର ସଂପତ୍ତି ପକ୍ଷେ ଯେଉଁଠାରେ Administrator ନିଯୁକ୍ତି ହୋଇନଥାନ୍ତି ତେବେ ମହାଜନ ମୃତବ୍ୟକ୍ତିର ସମସ୍ତ ସଂପତ୍ତି ପକ୍ଷେ ମୋକଦ୍ଦମା ଆଣିପାରିବେ ଏପରିକି ଜଣେ ମହାଜନ ତାର ଋଣ ଦେଇଥିବା ଟଙ୍କା ଯାଏ ମୃତ ବ୍ୟକ୍ତିର ସଂପତ୍ତିରେ ଦଖଲକାର ଥିବ ତା ନାଁରେ ମୋକଦ୍ଦମା ଆଣି ଟଙ୍କା ଆଦାୟ କରିପାରିବ (ଅନ୍ୟ ଅଂଶୀଦାର ମାନଙ୍କ ପକ୍ଷ ନ କରି ଥିଲେ ବି , ମୋକଦ୍ଦମା ଅଚଳ ହେବ ନାହିଁ ) । ଏହା କଲିକତା ଓ ବମ୍ବେ ହାଇକୋର୍ଟଙ୍କ ମତ 1941 (1941 C 727),1939 Bom 232 । ସବୁ ଉତ୍ତରାଧିକାରୀ ଅଂଶୀଦାର ମାନଙ୍କ ପକ୍ଷରୁ ଜଣେ ଉତ୍ତରାଧିକାରୀ ମୃତବ୍ୟକ୍ତିର ସମସ୍ତ ସଂପତ୍ତିକୁ ଦାଖଲ କରୁଥିଲେ , ସେ ପିତୃ ଋଣ ଶୁଝିବା ପାଇଁ କୌଣସି ସଂପତ୍ତିକୁ ସେ ବିକ୍ରି ବା ହସ୍ତାନ୍ତର କରିପାରିବେ ନାହିଁ । ଯଦି କରନ୍ତି ତାହା ତାଙ୍କର ଅଂଶ ବାଧ୍ୟ ରହିବ । ବିନା successman certificate ରେ କେହି ମହାଜନ ମୃତବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ଠାରୁ କୌଣସି କୋର୍ଟ ଦ୍ଵାରା ଟଙ୍କା ଋଣ ଆଦାୟ କରିପାରିବେ ନାହିଁ । ବଣ୍ଟନ ପୂର୍ବରୁ ଜଣେ co-sharer ବା ଅଂଶୀଦାର ବିକ୍ରୟ ବନ୍ଧକ କୌଣସି specific ସଂପତ୍ତି ଦେଇ ପାରିବ ମାତ୍ର ଅନ୍ୟ ଅଂଶୀଦାରମାନେ ଆର ଭାଗକୁ ସେ specific ସଂପତ୍ତି ଦେଇପାରନ୍ତି । ମହମଡାନ ସଂପତ୍ତି ପକ୍ଷେ Administrator ନିଯୁକ୍ତି By । The Indian succession act – 1925 The administratior General Act- 1913 Bomby regulation Vll of 1827. ଆଧାର- ଦି ଲ ହାଉସ