ଉପକ୍ରମ କୌଣସି ମୁସଲିମ ସ୍ତ୍ରୀ ତାର ପୂର୍ବ ସ୍ଵାମୀ ଆଡୁ ସନ୍ତାନ ସନ୍ତତି ଥାଇ ପୁଣି ଅନ୍ୟ ଜଣକୁ ବିଭା ହେଲେ ସନ୍ତାନ ସନ୍ତତି ଜନ୍ମ ହେଲେ ଏହି ଛୁଆମାନେ ପିତାର ମାର ମାତ୍ର ତ୍ୟାଗ ସ୍ଵାମୀ ଆଡୁ ହୋଇଥିବା ଛୁଆମାନେ ଉକ୍ତ ପିତାର ବୋଲି ଧରା ହେବେ । (ମାର) ଯେଉଁମାନେ ସନ୍ତାନ ସନ୍ତତି ତାର ମା ର ବୈଧତା ଅବୈଧ ସହବାସ ଦ୍ଵାରା ଜନ୍ମ ହୋଇଥାଏ , ସେ ଛୁଆ ତା ର ମାର ସନ୍ତାନ ବୋଲି ଧରାହେବ । (ବାପାର) ସ୍ଵାମୀ ଓ ସ୍ତ୍ରୀର ସିଦ୍ଧ ବିବାହର ସନ୍ତାନ ଛୁଆ ଗର୍ଭରେ ରହିବା ସମୟରେ ପିତାମାତାଙ୍କର ଯଦି ପିତାମାତାଙ୍କ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଥାଏ । ଯଦି ଛୁଆତି ତା’ର ମା ଗର୍ଭରେ 280 ଦିନ ରହେ । ଯଦି ଉଭୟ ପିତା ଓ ମାତା ଛୁଆଟିକୁ ତାଙ୍କର ବୈଧ ସନ୍ତାନ ବୋଲି ଗ୍ରହଣ କରନ୍ତି । (paternity ର ପ୍ରମାଣ A 1929 P.C 212) ଯଦି ଜଣେ ମୁସଲିମ ଗୋଟେ ଛୁଆ ପିତୃତ୍ଵକୁ ଅସ୍ଵୀକାର କରିବାକୁ ଚାହେଁ ତେବେ ଠିକ ଛୁଆର ଜନ୍ମ ପରେ 2 ପିତୃତ୍ଵ ଅସ୍ଵୀକାର କରିବ “ କିଏ ମୋର ଛୁଆ ନୁହେଁ “ କିନ୍ତୁ ଜନ୍ମର ଠିକ ପରେ 2 ମନା ନ କଲେ ଆଉ ପଛରେ ମନା କରିପାରିବେ ନାହିଁ ଏଭଳି ସ୍ଥଳେ ସେ ସନ୍ତାନ ଅନ୍ୟ କାହା ଆଡୁ ହୋଇଛି ବୋଲି ଧରାଯିବ । ପିତୃତ୍ଵର ସ୍ଵୀକାର ପିତା ଯଦି ଜନ୍ମିତ ଶିଶୁର ମା କୁ ତାର ସ୍ତ୍ରୀ ବୋଲି ସ୍ଵୀକାର କରେ ତେବେ ଉକ୍ତ ସ୍ଵୀକାର ପିତୃତ୍ଵର ପ୍ରମାଣ ବୋଲି ଧରାଯିବ । ଯଥା :- ସ୍ଵାମୀ ଓ ସ୍ତ୍ରୀ ସେମାନଙ୍କର ବିବାହକୁ ମାନୁଥିବେ । ଜନ୍ମିତ ଶିଶୁ ତାଙ୍କର ସନ୍ତାନ ବୋଲି ମାନୁଥିବ ସ୍ଵାମୀ ଓ ସ୍ତ୍ରୀର କିଛି ବୟସ ତାରତମ୍ୟ ନଥିବ । ସେ ଜାଗରେ ପିଲାର ପିତୃତ୍ଵ ନିର୍ଦ୍ଧାରଣ ହେବ । Sayad ammanulla Vrs Rajma A 1977 A.P 152 । Adoption :- ମୁସଲିମ ଆଇନରେ ପୋଷ୍ୟପୁତ୍ର ଗ୍ରହଣ କରିବା ମନା ମାତ୍ର ଜଣେ ମୁସଲମାନ ତାଙ୍କର କୌଳିକ ପ୍ରଥା ଅନୁଯାୟୀ ଗୋଟିଏ ପୋଷ୍ୟ ପୁତ୍ର ଗ୍ରହଣ କରିପାରେ । Khir saha Vrs. Imam saha A 1936 Lal 80-81 । ଆଧାର- ଦି ଲ ହାଉସ