କେଉଁ କ୍ଷେତ୍ରରେ ବିବାହ ବିଚ୍ଛେଦ କରାଯାଇଥାଏ ସ୍ଵାମୀର ଧର୍ମ ପରିବର୍ତ୍ତନ କୌଣସି ଏକ ପକ୍ଷର ମରଣରେ ତଲାକ ଦ୍ଵାରା ନାବାଳିକା କନ୍ୟା ଓ ନାବାଳକ ବର ସେମାନେ ସାବାଳକ ହେବା ପରେ ବିବାହକୁ ଗ୍ରହଣ ବା ପରିତ୍ୟାଗ କରିପାରନ୍ତି । By dissolution of marriage Act - 1939 ଅନ୍ୟ କୌଣସି ନ୍ୟାଯ୍ୟ କାରଣରୁ ମଧ୍ୟ ବିବାହ ବିଚ୍ଛେଦ ହୋଇପାରେ । John khatun Vrs. Md. Ibrahim A 1982 sc 1243 । ଫସଦା ବିବାହର ବିଚ୍ଛେଦ କୌଣସି ଏକ ପକ୍ଷର ମରଣରେ କୌଣସି ଏକ ପକ୍ଷ ଯଦି ବିବାହକୁ ପରିତ୍ୟାଗ କରେ କୋର୍ଟର ଅର୍ଡର ଫଳରେ ଧର୍ମ ପରିବର୍ତ୍ତନ କିମ୍ବା ଚରିତ୍ର ଦୋଷରୁ ଜଣେ ଜଣଙ୍କୁ ପରିତ୍ୟାଗ କରିପାରେ । Vide abdul kasim vrs. Jamula A 1940 କାଳ 251 କେତେ ପ୍ରକାର ତଲାକ ସ୍ଵାମୀ ସ୍ତ୍ରୀକୁ ବାରମ୍ବାର (llla) କହେ । Zihar ( ଜିହାର) ଯେଉଁଠାରେ ବିବାହ ନିଷେଧ ବିବାହ । Khulla (ଖୁଲା) ଯେଉଁଠି ସ୍ତ୍ରୀ ସ୍ଵାମୀ ତଲାକ ଦିଏ । ସୁବରାତ (ଯେଉଁଠି ପରସ୍ପର ରାଜିରେ ଜଣେ ଜଣଙ୍କୁ ଛିଡା ଛାଡି ହୁଅନ୍ତି । Lian (ଦୈବ ଦୁର୍ଘଟଣା ବା ଅଭିଶାପ) (Faskh) ଅଦାଲତର ରାୟ କେଉଁ 2 ସ୍ଥଳରେ ଜଣେ ମୁସଲମାନ ସ୍ତ୍ରୀ Dissolution of Marriage Act- 1939 ଦ୍ଵାରା ସ୍ଵାମୀକୁ ତଲାକ ହେବ । ଯେଉଁଠି ସ୍ଵାମୀ 4 ବର୍ଷ ପର୍ଯ୍ୟନ୍ତ ନିଖୋଜ ରହେ । ଯେଉଁଠି ସ୍ଵାମୀ ସ୍ତ୍ରୀକୁ 2 ବର୍ଷ ଧରି ସ୍ତ୍ରୀକୁ ଖୋରାକୀ ପୋଷାକ ଦେବାକୁ ହଇରାଣ କରେ । ସ୍ଵାମୀ ଯଦି 7 ବର୍ଷ ବା ତହିଁରୁ ଉର୍ଦ୍ଧ୍ଵ କୌଣସି ଦଣ୍ଡ ପାଇ ଜେଲ ଯାଇଥାଏ । ସ୍ଵାମୀ କିଛି କାରଣ ନଥାଇ 3 ବର୍ଷ ପର୍ଯ୍ୟନ୍ତ ସହବାସ ନ କରେ ଯେଉଁଠି ସ୍ଵାମୀ ନପୁଂସକ ସ୍ଵାମୀ ପାଗଳ ବା କୁଷ୍ଠ ରୋଗୀ ହୋଇଥାଏ କନ୍ୟାକୁ 15 ବର୍ଷ ହେଲେ, ତା ର ବାପା ଦେଇଥିବା ବିବାହକୁ ଗ୍ରହଣ କରିପାରେ ବା ନ କରିପାରେ । ସ୍ଵାମୀର ନିଷ୍ଠୁରତା ପାଇଁ ସ୍ତ୍ରୀ ତାକୁ ତ୍ୟାଗ କରିପାରେ । ସ୍ତ୍ରୀ ଆଣିଥିବା ମୋକଦମାରେ ସ୍ଵାମୀ ତାର ଯବାନ (W.S) ଦାଖଲ କରେ ସେ ତା ସ୍ତ୍ରୀକୁ ଆଗକୁ ତଲାକ ଦେଇଛି ବୋଲି ମାନିଥାଏ । ତେବେ ଉକ୍ତ ତାରିଖରୁ Divorce ଦେଇଛି ବୋଲି ଧରାଯିବ । Vide A 1967 pat -344,1993 clt 703,7007, 1938 Cr.L.J 806, 1997 , Cr.L.J 229 । ସ୍ଵାମୀ ତାର ଗୋଟିଏ ସ୍ତ୍ରୀ ମାଧ୍ୟମରେ ଅନ୍ୟ ଗୋଟିଏ ସ୍ତ୍ରୀକୁ ତଲକ ଦେଇପାରେ । ସାଧାରଣତଃ ସ୍ତ୍ରୀ ଘରଯୋଗ୍ୟା ହୋଇସାରିଲେ ସାବାଳକତ୍ଵ ପାଇବ ବୋଲି ଧରାଯାଏ । ସ୍ଵାମୀ ତାର ଗୋଟିଏ ସ୍ତ୍ରୀ ମାଧ୍ୟମରେ ଅନ୍ୟ ଗୋଟିଏ ସ୍ତ୍ରୀକୁ ତଲକ ଧରାଯାଏ । 1968 ker L.T 763 A 1933 cal 27 27 ,A 1932 P.C 25 ଗୋଟିଏ ସାବାଳକ ସ୍ଵାମୀ, ଅନ୍ୟ ଏକ ସାବାଳକ ଦ୍ଵାରା ନିଜ ସ୍ତ୍ରୀକୁ ତଲାକ ଦେଇପାରେ ମାତ୍ର Agent ପାୱାର ଥିବା ଭିତରେ । ଯଦି କ୍ଷମତା ପ୍ରାପ୍ତ ଲୋକ ଜଣକରୁ ଅଧିକ ଥାନ୍ତି ସେମାନଙ୍କ ମଧ୍ୟରୁ ଯେ କେହି ଲୋକ ତଲାକ ଡିକଲର (Declare) କରିପାରେ । ସ୍ଵାମୀ ଜଣେ (ସ୍ତ୍ରୀ,ସ୍ଵାମୀ ଦ୍ଵାରା କ୍ଷମତାପ୍ରାପ୍ତ ପାଇ) ସ୍ଵାମୀର ଅନ୍ୟ ଗୋଟିଏ ସ୍ତ୍ରୀକୁ ତାଳକ ଡିକଲାର କରିପାରେ । (Contingent ବା Conditional Talque) କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଘଟଣା ପରେ ଯେଉଁ ତଲାକ କାର୍ଯ୍ୟକାରୀ ହୁଏ ତାକୁ ଭବିଷ୍ୟତ ତଲାକ ବୋଲି କୁହାଯାଏ । ତଲକ ଦେବାର ପ୍ରଣାଳୀ ପ୍ରଥମ ତଲକ କହିବା ପାରେ , ସେ ଆଉ ସ୍ତ୍ରୀ ସହାବାସ କରିବ ନାହିଁ । କିନ୍ତୁ ସମ୍ଭୋଗ ବିବାହ କ୍ଷେତ୍ରରେ ଯଦି ସ୍ତ୍ରୀ ରେଗୁଲାର ମେନ ହେଉଥିବ ତେବେ ତାର ମେନସ ସମୟମାନଙ୍କର Gap (ଗ୍ୟାପ) ସମୟକୁ (Tuhr) ରେ ଆଉ ସହବାସ ନ କରି ତଲକ ନ କରି ତଲକ ଦେବାକୁ ପଡିବ (ତଲକ ଆହାସାନ) । Unconsumated (ଆଦୌ ସମ୍ଭୋଗ ହୋଇନଥିବା କ୍ଷେତ୍ରରେ ଗୋଟିଏ ତଲକ ଯଥେଷ୍ଟ । ଏହା ମାସକର ଯେକୌଣସି ସମୟରେ ଏପରିକି ମେନସ ସମୟ ମଧ୍ୟରେ ଦେଲେ କି ଚଳିବ । ସମ୍ଭୋଗ ହୋଇଥିବା ବିବାହ କ୍ଷେତ୍ରରେ 3 ଟି ତଲାକ ଦରକାର । ମେନସ ହେଉଥିବା ସ୍ତ୍ରୀ ଲୋକ ପକ୍ଷରେ ମେନସ ସମୟକୁ ଛାଡି 3 ମାସରେ 3 ଥର । ମାତ୍ର ଯାହାର ଆଉ ମେନସ ହେଉନଥିବ ସେ ସ୍ତ୍ରୀ ପକ୍ଷରେ ପ୍ରତି 30 ଦିନରେ ତଲକ ଡିକଲର କରିବ ମାତ୍ର ; ତା ସହିତ ସହବାସ କରିବ ନାହିଁ । ଗର୍ଭବତୀ ହୋଇଥିଲେ ତାର ସନ୍ତାନ ସନ୍ତତି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । (ତଲକ ହାସାନ) କେଉଁ 2 ଜାଗାରେ ଗୋଟିଏ ତଲାକ ଦେବ । ନିଜର ପୂର୍ଣ୍ଣ ଇଚ୍ଛା ପ୍ରକାଶକରି ତଲକ କହିବ ତୁର (Tuhr) ସମୟରେ । Consumated ବିବାହ କ୍ଷେତ୍ରରେ ସେ ସ୍ତ୍ରୀ ଲୋକର mense (ମେନ୍ସ) ସମୟରେ । 3 ଟି ଏକ ସଙ୍ଗରେ କିମ୍ବା ଅଲଗା 2 ସମୟରେ (ତଲାକ – ଉଲ – ବିଦାତ) A 1955 J & K page 1 “ Tuhr “ ମାନେ 2 ଟି ମେନ୍ସ ପିରିଅଡ ର ମଧ୍ୟବର୍ତ୍ତୀ ପବିତ୍ର ସମୟ Nifa (ନିଫା) ମାନେ ମେନ୍ସ ପିରିଅଡ ପ୍ରକାର ଭେଦ :- ତଲକ – ଇ – ସୁନାତ :- ପୂର୍ବରୁ ଚଳି ଆସୁଥିବା ପ୍ରଥା ଅନୁଯାୟୀ Divorce ହାସାନମାନେ good (ଭଲ) । ଆହାସାନମାନେ very good (ଅତି ଭଲ) ତଲକ କିପରି ଦିଆଯାଏ ନିଜ ମୁହଁରେ (ii) ଲିଖିତ ଆକାରରେ (iii) ମୂକ ବଧିର ହୋଇଥିବା ଠାର ଦ୍ଵାରା । Oral Talaq (ଲିଖିତ ତଲାକରେ ମଧ୍ୟ ସେପରି ପ୍ରକୃତ ଇଚ୍ଛା ଥିବା ଜଣା ପଡୁଥିବ । ତଲାକ ସବୁବେଳେ ସ୍ତ୍ରୀର ସମ୍ମୁଖରେ ଦେବା ଦରକାର ନାହିଁ । ତଲାକ ଦେଲା ବେଳେ ସ୍ଵାମୀ ସ୍ପଷ୍ଟ କରି କହିବେ ଯେ ତଲାକ ତା ସଙ୍ଗେ 2 କାର୍ଯ୍ୟକାରୀ ଦେବ ବା କିଛି ଦିନ ବାଦ (ଭବିଷ୍ୟତରେ କେବେ ଠାରୁ ହେବ ) Vide A.1981 SC 1243 johrn Khatun Vrs Md. Ibrahim Unconsumated ବିବାହ :- ପ୍ରଚଳିତ ପ୍ରଥା ଅନୁଯାୟୀ ବିବାହ କ୍ଷେତ୍ରରେ ବିବାହର ତଲାକକୁ ଆଉ ପ୍ରତ୍ୟାହୃତ କରିହେବ ନାହିଁ । ସମ୍ଭୋଗ ଦ୍ଵାରା ବିବାହ ସ୍ଥଳେ ଇଦାତ ସମୟ ପରେ ବା 3 ଥର ତଲାକ କହି ତଲାକ କହି ସାରିବା ପାରେ ପୁଣି ପ୍ରତ୍ୟାହୃତ ହୋଇପାରିବ ନାହିଁ । ରସିଦ ଅହମଦ Vrs ଅନିଶା ଖାତୁନ୍ A . 1932 P.C 25 A 1929 pat 81 । ତଲାକ କିପରି ପ୍ରତ୍ୟାହାର ହୋଇପାରେ ଖୋଲାଖୋଲି ପ୍ରକାଶ କରି ପ୍ରତ୍ୟାହାର କରାଯାଇପାରେ । ସ୍ଵାମୀଙ୍କର ବ୍ୟବହାର ଓ କାର୍ଯ୍ୟକଳାପ ଦ୍ଵାରା କୌଣସି ଏଜେଣ୍ଟ ବା ପ୍ରତିନିଧି ଦ୍ଵାରା କୌଣସି ସର୍ତ୍ତ ରଖି ମଧ୍ୟ ତଲାକ ପ୍ରତ୍ୟାହାର କରାଯାଏ । Smt. Marium Vrs। Md.samso A 1979 all 257 Lla (ଶପଥ) ତଲାକ ଭଗବାନଙ୍କ ନାମରେ ଶପଥ ନେଇ ଶପଥ ଦିନଠାରୁ ୪ ମାସ ଭିତରେ ବା କୌଣସି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସହବାସ କରେ ନାହିଁ । ତାକୁ “ llla” ଇଲା ତଲାକ କୁହାଯାଏ । ଇଲା ତଲାକ ପୁନଃ ସହବାସ ଦ୍ଵାରା , ବା ସହବାସ ଅସମ୍ଭବ ହେଲେ ଅନ୍ୟ ବାଟ ପ୍ରତ୍ୟାହାର କରାଯାଇପାରେ । ମାତ୍ର ଏ କ୍ଷେତ୍ରରେ ୪ ମାସ ପୂରଣ ହୋଇଗଲେ ଏ ତଲାକ ପୂରଣ ହୋଇଥାଏ A ୧୯୭୩ M.P 207 Llla(ଶପଥ) ତଲାକ ଭଗବାନଙ୍କ ନାମରେ ଶପଥ ନେଇ ଶପଥ ଦିନଠାରୁ 4 ମାସ ଭିତରେ ବା କୌଣସି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସହବାସ କରେ ନାହିଁ । ତାକୁ” llla” ଇଳା ତଲାକ କୁହାଯାଏ । ଇଲା ତଲାକ ପୁନଃ ସହବାସ ଦ୍ଵାରା , ବା ସହବାସ ଅସମ୍ଭବ ହେଲେ ଅନ୍ୟ ବାଟରେ ପ୍ରତ୍ୟାହାର କରାଯାଇପାରେ । ମାତ୍ର ଏ କ୍ଷେତ୍ରରେ 4 ମାସ ପୂରଣ ହୋଇଗଲେ ଏ ତଲାକ ପୂରଣ ହୋଇଥାଏ । A 1973 M.P 207 Zihar (Back) ବିଭାଘର ଗ୍ରହଣ ନ କରିବା , ଯଦି ଜଣେ ମୁସଲିମ ନିଷେଧ ବିବାହ ପରିସରଭୁକ୍ତ ସ୍ତ୍ରୀଟିକୁ ବିବାହ ହୁଏ ମାତ୍ର ସେ ସ୍ତ୍ରୀଟି ସ୍ଵାମୀ ସହିତ ମିଶିବାକୁ ମନା ଓ ସ୍ଵାମୀ ଠାରୁ ତଲାକ ନେବାକୁ ଚାହେଁ , ସେଠାରେ ତାର ସ୍ଵାମୀ ଦୁଇ ମାସ ପର୍ଯ୍ୟନ୍ତ ଉପାସ ପାଳନ କରି ତପସ୍ୟା କରିବାକୁ ପଡିବ , ବା ୬୦ ଜଣଙ୍କୁ ଖାଇବା ଦେବ । ସ୍ଵାମୀ ଯଦି ଆପେ ଆପେ ନ କରେ ସେ କ୍ଷେତ୍ରରେ ତାର ସ୍ତ୍ରୀ କୋର୍ଟକୁ ଦରଖାସ୍ତ ଦେଇ ପ୍ରାର୍ଥନା କରିବ କି କୋର୍ଟ ତା ସ୍ଵାମୀକୁ ଅନୁତାପ କରିବାକୁ (ତପସ୍ୟା) କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ନ ତୁବା କୋର୍ଟ ତଲାକ ଅର୍ଡର କରନ୍ତୁ । ଯଦି ସ୍ଵାମୀ ଅନୁତାପ ନ କରେ ବା ତଲାକ ଡିକଳାର ନ କରେ , କୋର୍ଟ Divorce Decress ପାସ କରିବେ । ଖୁଲା ବିବାହର ତଲାକ ମୁସଲିମ ବିବାହିତ ସ୍ତ୍ରୀ ତା ସ୍ଵାମୀର ବିବାହ ବନ୍ଧନରୁ ମୁକ୍ତ ହେବା ପାଇଁ କିଛି ଟଙ୍କା ଦେଇ ସ୍ଵାମୀକୁ ଦେଇ । ସ୍ଵାମୀ ଓ ସ୍ତ୍ରୀଙ୍କର ସ୍ଵଇଚ୍ଛାରେ ତଲାକ ନିଅନ୍ତି । ଖୁଲା ବିବାହରେ କେବଳ ସ୍ଵାମୀ ତଲାକ ନେବା ପାଇଁ ପ୍ରଥମେ ପ୍ରସ୍ତାବ ହେବ । ସ୍ତ୍ରୀ ତାର ଇଚ୍ଛାକୁ ସ୍ଥଗିତ ରଖେ । ଖୁଲା ତଲାକ ମଧ୍ୟ କୌଣସି କ୍ଷମତାପ୍ରାପ୍ତ ଏଜେଣ୍ଟ ଦ୍ଵାରା ମଧ୍ୟ ହୋଇପାରେ । A 1945 Lahore Page 51, 53 1977 (29) Pakistan Legal Decision 8155 SC) । Mubarat (ମୁବାରତ) ଏ କ୍ଷେତ୍ରରେ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ରାଜିରୁଜା ହୋଇ ତଲାକ ନିଅନ୍ତି । 1964 pak- Legal Decision 456 (SC) । ତଲକ- ଇ- ତଫଉଇସ ବିବାହ ସମୟରେ ବା ପରେ ସ୍ଵାମୀ ତା ଆଡୁ ଗୋଟିଏ ପତ୍ର ସଂପାଦାନ କରି ନିଜର ସ୍ତ୍ରୀକୁ ବା ଅନ୍ୟ କୌଣସି ଲୋକଙ୍କୁ ତଲକ ଡକଲାର କରିବା ପାଇଁ କ୍ଷମତା ଦେବ । Choice or option:- ସ୍ଵାମୀ ତା ସ୍ତ୍ରୀକୁ ତଲାକ ଦେବା ପାଇଁ ତାର ମତ ଚାହିଁବ । Liberty : ସ୍ତ୍ରୀକୁ ଭବିଚିନ୍ତି କରିବାକୁ ସ୍ଵାଧୀନ ଦେବ । Will ବା pleasure : ସ୍ଵାମୀ ତାର ସ୍ତ୍ରୀ କୁ ଯଦି ଯଦି ତଲାକ ଦେବାକୁ ଚାହୁଁଚ ତଲାକ ଦେଇପାରୁ ବୋଲି କହିବ । ଜଣେ ମୁସଲିମ ସ୍ତ୍ରୀ Dissolution of muslim ମ୍ଯାରେଜ Act- 1939 ବଳରେ , ଅଦାଲତରେ ସ୍ଵାମୀକୁ ଛାଡପତ୍ର ଦେଇପାରିବ । A 1966 All 48, A 1971 cal 218 A 1959 kerela 121 A 1971 kerala 261 ସ୍ଵାମୀ ଯଦି ସ୍ତ୍ରୀ Adultry (ପର ପୁରୁଷ ସହିତ ସମ୍ପର୍କ ରଖିଛି ବୋଲି ଆକ୍ଷେପ କରେ । ସେ ସ୍ତ୍ରୀ ଡାଇଭରସ ପାଇଁ ମୋକଦ୍ଦମା କରିପାରେ । ଏ କ୍ଷେତ୍ରରେ ମୋକଦ୍ଦମା ଚାଲୁଥିବା ସମୟରେ ସ୍ଵାମୀ ତା ସ୍ତ୍ରୀ Adultry ଦୋଷରୁ ତାକୁ ମୁକ୍ତ କରିପାରିବେ । କିନ୍ତୁ ମୋକଦ୍ଦମା ପରେ କଲେ ହେବ ନାହିଁ । ଯଦି ସ୍ଵାମୀ କୋର୍ଟରେ ସ୍ତ୍ରୀ କୁ adultery ଦୋଷରୁ ମୁକ୍ତ ନ କଲା ତେବେ ସେ କୋର୍ଟରେ ସେ ଶପଥ ନେଇ ସ୍ତ୍ରୀ Adultry କରୁଛି ବୋଲି କହିବ ଓ ସ୍ତ୍ରୀ ମଧ୍ୟ କୋର୍ଟରେ ଶପଥ ନେଇ Adultry କରୁନାହିଁ ବୋଲି କହିବ ଏହା ଉପରେ କୋର୍ଟ ସତ୍ୟାସତ୍ୟ ପ୍ରମାଣ ନେଇ Decree ପାସ କରିବେ । (this comes under lian talaq standard of proof is not strict । A 1996 ker 140 A 1931 Bom 76। ତଲକର ପ୍ରଭାବ ତଲାକ ପରେ ସ୍ଵାମୀ ଓ ସ୍ତ୍ରୀ ଅନ୍ୟ ଜାଗାରେ ଉଦତ ସମୟ ପରେ ବିଭା ହୋଇପାରିବେ । ଉକ୍ତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ କେତେକ ନିୟମ ଅବଲମ୍ବନ କରି ପୁନର୍ବିବାହ କରିପାରନ୍ତି ତଲାକ ପରେ ସେମାନେ ଯଦି ସହବାସ କରନ୍ତି ଓ ଉକ୍ତ ସହବାସ ଦ୍ଵାରା ଜାତ ସନ୍ତାନ ସନ୍ତତି ଅବୈଧ ଅଟନ୍ତି । ମାତ୍ର ସେ ସ୍ତ୍ରୀ ତା ଖୋରକ ପୋଷାକ ପାଇବା ପାଇଁ ହକଦାର ହୋଇଥାଏ । Illa , Zihar, Lian ତଲକ Single irrevocable talaq ତୁଲ୍ୟ ଗଣ୍ୟ ହୁଏ । Khula ଓ Mubarat -3 (Three) ତଲକ ଉଚ୍ଚାରଣ ଦ୍ଵାରା ସାବ୍ୟସ୍ତ ହୁଏ । ଆଧାର- ଦି ଲ ହାଉସ