ଆଇନ ସ୍ଥଳ ଅଭିଷିକ୍ତ ଉତ୍ତରାଧିକାରୀ କିଏ ଜଣେ ମୁସଲମାନ ମଲେ ତାର ସଂପତ୍ତି ତାର ଉତ୍ତରାଧିକାରୀମାନଙ୍କ ଉପରେ ନ୍ୟସ୍ତ ହେବ । ଆଇନ ସ୍ଥଳ ଅଭିଷିକ୍ତ ଉତ୍ତରାଧିକାରୀ କିଏ । ମୃତ ବ୍ୟକ୍ତି ଯାହା ଅସପକ୍ଷରେ Will କରିଥାଏ । ଯେ will କରିଦେଇ ମରିଥାଏ ଓ will ସଂପତ୍ତି ପକ୍ଷେ କୋର୍ଟ ଯାହାକୁ ନିଯୁକ୍ତି କରିଥାଏ । ଯେଉଁଠି Administrator ନଥାନ୍ତି ତାର , ଅନ୍ୟାନ୍ୟ ଉତ୍ତରାଧିକାରୀମାନଙ୍କ ଠାରେ ସଂପତ୍ତି vest କରାଯାଏ । ସର୍ବଦା Will ପ୍ରୋବେଟ ହେବ ନଚେତ Will କାର୍ଯ୍ୟକରି ହୋଇପାରିବ ନାହିଁ କି , will ବଳରେ ଉକ୍ତ ଲୋକଠାରେ ସଂପତ୍ତିର ସତ୍ଵ ଉପୁଜିବ ନାହିଁ । ଗୋଟିଏ ଉତ୍ତରାଧିକାରୀ ଅନ୍ୟ ଉତ୍ତରାଧିକାରୀ ମାନଙ୍କ ଠାରୁ ତାର ଅଂଶ ପାଇବା ପାଇଁ Partion sult baa Administrator ନିଯୁକ୍ତି ପାଇଁ Sult file କରିପାରିବେ । A 1926 Cal 480 । Co- sharer ‘s possession is on behalf of all,. It can not be adverse possession . A 1973 all 54 . Md. Kaliman Vrs. Md Manir A. 1971 pat 385 . Every co-sharer is a necessary party in the suit . A 1971 raj 274 . A purchaser of a share would file a suit for partition against the vendor A. 1956, A.P page 87 . ମୃତ ବ୍ୟକ୍ତିର ସଂପତ୍ତି କିପରି Administrator ହୁଏ । ମୃତ ବ୍ୟକ୍ତିର ମୃତ୍ୟୁରେ ଓ ମୃତ ବ୍ୟକ୍ତି ମାରିବା ପୂର୍ବର ରୋଗଶଯ୍ୟାର ଖର୍ଚ୍ଚ ବହନ କରିବେ । କୌଣସି will ବା letter of Administrator ପାଇବା ପାଇଁ ଯେଉଁ ପଇସା ଖର୍ଚ୍ଚ ହୋଇଥାଏ । ଯେଉଁଠି Administrator ନ ଥାନ୍ତି , ତାର ଅନ୍ୟାନ୍ୟ ଉତ୍ତରାଧିକାରୀମାନଙ୍କ ଠାରେ ସଂପତ୍ତି Vest କରାଯାଏ । ସର୍ବଦା Will ପ୍ରୋବେଟ ହେବ ନଚେତ will କାର୍ଯ୍ୟକାରୀ ହୋଇପାରିବ ନାହିଁ କି will ବଳରେ ଉକ୍ତ ଲୋକଠାରେ ସଂପତ୍ତିର ସତ୍ଵ ଉପୁଜିବ ନାହିଁ । ମୃତ ବ୍ୟକ୍ତିକୁ କୌଣସି ରୁଣ ଦେଇଥିବା ମହାଜନ ତାର ଋଣ ଟଙ୍କା ଓ ସୁଧ ଆଦାୟ କରିବା ପାଇଁ Administrato ବା ମୃତବ୍ୟକ୍ତିର ଉତ୍ତରାଧିକାରୀମାନଙ୍କଠାରୁ ଉକ୍ତ ଋଣ ଆଦାୟ କରିପାରିବେ । ଜଣେ ମହାଜନ ମୃତ ବ୍ୟକ୍ତିର Esate ର ଦାମ ଠାରୁ ଅଧିକ ଋଣ ଆଦାୟ କରିପାରିବେ ନାହିଁ । ଜଣେ ଉତ୍ତରାଧିକାରୀ ତାର ଭାଗକୁ ପାଇଥିବା ସଂପତ୍ତିର ଅଧିକ ମୂଲ୍ୟ ଋଣ ପାଇଁ ଦାୟୀ ରହିବା ନାହିଁ । Md. Kayan ali vrs Md sadique । A 1938 P.C 169। ଜଣେ ମୃତ ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ଯାହା ସପକ୍ଷରେ ୱିଲ କରି ଯାଇଥିବ । ସେ ୱିଲ ରେ ପାଇଥିବା ସଂପତ୍ତିକୁ କେବଳ ପାଇବ । ଯେଉଁ ସଂପତ୍ତି ପକ୍ଷେ Administrato ନିଯୁକ୍ତ ହୋଇଥିବ , ସେ ସଂପତ୍ତି Administrato ରଖିବେ । ଯଦି ଉପରୋକଟ ମତେ ସଂପତ୍ତି ବନ୍ଦୋବସ୍ତ ହୋଇନଥାଏ ତେବେ ଉକ୍ତ ସଂପତ୍ତି ଉତ୍ତରାଧିକାରୀମାନଙ୍କ ପାଖକୁ ଯାଇଥାଏ । A.1957 Pat559. For recovery of share by a co-sharer ,A 1971 SC 2184 । ଜଣେ ଉତ୍ତରାଧିକାରୀ ତାର ଅଂଶ ଆଡକୁ ପାଇଥିବା ସମ୍ପତ୍ତି ବ୍ୟକ୍ତିର ଋଣ ଶୁଝିବା ପାଇଁ ବିକ୍ରି କରିପାରେ । Abdul Rajak Vrs Md.saha.A 1962 Mad 346 . Md .Hasbutan Vrs. Jallaludin A1982 pat 226 . ଜଣେ ଉତ୍ତରାଧିକାରୀ ତାର ଅଂସ ଆଡକୁ ପାଇଥିବା ସଂପତ୍ତି ହସ୍ତାନ୍ତର କରିପାରେ ମାତ୍ର । T.P act ର 52 ଧାରା ଯେପରି ବ୍ୟାହତ ନ ହୁଏ । A 956 AP 82 । ପୈତୃକ ବା ସ୍ଵପାର୍ଜିତ ସଂପତ୍ତି Hereditary property ମୁସଲିମ ଆଇନରେ ଚଳନ୍ତି, ଅଚଳନ୍ତି ପୈତୃକ ବା ସ୍ଵପାର୍ଜିତ ସଂପତ୍ତି ବୋଲି କିଛି ନଥାଏ । ତେଣୁ ସଂପତ୍ତିର ଶେଷ ମାଲିକ ଠାରୁ ତାଙ୍କର ଅଧିକାରୀମାନେ ତାଙ୍କ ଅନ୍ତେ ସେ ସଂପତ୍ତି ଯାହାର ଯାହା ପାଇବା କଥା ପାଇଥାନ୍ତି । Property of the last owner is to be inherited ILR 38 ALL 553 (p.c) । ଉତ୍ତରାଧିକାରୀମାନଙ୍କ ସତ୍ଵ ସେହିଦିନ ଉତ୍ପର୍ଣ୍ଣ ହୁଏ ଯେଉଁ ଦିନ ତାର ମାଲିକ ମରେ । Unlike the Hindu co-parcener no son claim any intrest the property of a muslim in his life time . A.1964 kerala 200 A die leaving two sons B and C as his heirs. Before the Estata is devided or even possession is taken, B dies leaving a son D as it vested in B immediately on the death of A . The mere fact that the Estste had not been divided will not affect the case . A 1922 Lal 248 . ଜଣେ ମୁସଲିମର ସମସ୍ତ ସଂପତ୍ତି ତାର ମରିବା ସଙ୍ଗେ 2 ତାର ଉତ୍ତରାଧିକାରୀମାନଙ୍କ ଠାରେ ନ୍ୟସ୍ତ ହୁଏ । ଏହା ବଣ୍ଟନ ପର୍ଯ୍ୟନ୍ତ ଅପେକ୍ଷା କରେ ନାହିଁ । Illustration :A dies leave his widow”B” and two other heirs C and D . B succeed to the life esate under the customary leave while she is still lives ,c dies . The Estate would vast in C &D at the time of death of A and the heir of C would succeed at the time of” B” death . A1952 J&k al.11 12 . (murder for property) ଯଦି କେହି ସମ୍ପତ୍ତି ପାଇବାର ଲୋଭରେ ହତ୍ୟା କରେ ତେବେ ସେ ହତ୍ୟା ଦ୍ଵାରା ମରିବା ଲୋକର ଉତ୍ତରାଧିକାରୀରୁ ବଞ୍ଚିତ ହେବେ । ମାତ୍ର ଯଦି ସେପରି ମତଲବ ନଥାଏ କୁ ହତ୍ୟାକରେ କିମ୍ବା ଆଇନ ର ବଶବର୍ତ୍ତୀ ହୋଇ ତାକୁ ମାରେ ତେବେ ସେ ଉତ୍ତରାଧିକାରୀ ସତ୍ତ୍ଵ ହରାଇ ନଥାଏ । A 1938 P.C 22 ଜଣେ ମୁସଲିମ ତାର ସଂପତ୍ତି ଛାଡି ମାଲେ ତା ଠାରୁ ସଂପତ୍ତି ପାଇବାର ଉତ୍ତରାଧିକାରୀ ମାନେ ଯେଝା ଯେଝାର ଅଂଶ ସଂପତ୍ତି ଅଲଗା 2 ଭାବରେ (tenants in common) ସୂତ୍ରରେ ପାଇଥାନ୍ତି । A 1930 P.C 25 A co-sharer can sell his share to alienee । A 1971 M.P 23। A 1997 Bomday 237 Joint possession A 1935 Bom 401 । ନିଖୋଜ ଉତ୍ତରାଧିକାରୀ ଜଣେ ମୁସଲିମର ମାରିବା ସମୟରେ ତାର କୌଣସି ଉତ୍ତରାଧିକାରୀ ନିଖୋଜ ଥାଏ , ତେବେ ତାର ସଂପତ୍ତି ଅନ୍ୟ କାହାକୁ ଦିଆନଯାଇ ତାର ଫେରିବା ପର୍ଯ୍ୟନ୍ତ ବା ତାର ମୃତ ପ୍ରମାଣ ହେବା ପର୍ଯ୍ୟନ୍ତ Reserve ଥାଏ । How to determine the shere of a heir । A 1982 pat 89 । ସ୍ତ୍ରୀ, ପୁଅ ; ଝିଅମାନେ ଏବଂ ମା ତାଙ୍କର ଅନ୍ୟ ଅବୈଧ ସନ୍ତାନ ମାନଙ୍କ ସହିତ ତାଙ୍କ ପରସ୍ପର ମଧ୍ୟରେ ଉତ୍ତରାଧିକାରୀ ସୂତ୍ରେ ସମ୍ପତ୍ତି ପାଇଥାନ୍ତି । Each daughter would get ¼ th interest . The share of son would remain in suspense . If he does not return his share would come to two sister but not to his children . A 1982 pat 89 . Comment: A bastard ( would-ul-zina) is considered o be the son his mother only. There are thus mutual right of inheritance only with the mother and maternal releasions and they inherit form such son . ILR 30 CAL 683 All illegitimate child can not inherit to a legitimate child born to the mother by subsequent marriage . A 1952 ALL 640 . Lein : ପ୍ରଣାଳୀ ଦ୍ଵାରା ଯେଉଁ ଲୋକର ମା ‘ତଲାକ ଗ୍ରହଣ କରିଥାଏ , ତାର ଅବୈଧ ସନ୍ତାନ କେବଳ ସେହି ମା ର ସଂପତ୍ତିରେ ଉତ୍ତରାଧିକାରୀ ହୁଏ । Unborn Person :- ମାତୃଗର୍ଭସ୍ଥ ସନ୍ତାନ ମଧ୍ୟ ତାର ଅଂଶ ପାଇବା ପାଇଁ ହକଦାର ହୁଏ । ଜଣେ ମୁସଲିମ ବିଭିନ୍ନ ବାଟରେ ଅନ୍ୟ ଜଣେ ମୁସଲିମର ଉତ୍ତରାଧିକାରୀ ହୁଏ । ସେ ପ୍ରତ୍ୟେକଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରେ ତାର ଅଂଶ ସଂପତ୍ତି ପାଇଥାଏ । କୌଣସି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଜଣକରୁ ଅଧିକ ଉତ୍ତରାଧିକାରୀଙ୍କର ମରଣ ହୁଏ । ପ୍ରତ୍ୟେକ ଉତ୍ତରାଧିକାରୀଙ୍କର ସଂପତ୍ତି ସେମାନଙ୍କର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ । କୌଣସି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଜଣକରୁ ଅଧିକ ଉତ୍ତରାଧିକାରୀଙ୍କର ମରଣ ହୁଏ । ପ୍ରତ୍ୟେକ ଉତ୍ତରାଧିକାରୀଙ୍କର ସଂପତ୍ତି ସେମାନଙ୍କର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ । Step- relations: - ସାବତ ମା ଓ ପୁଅ ଝିଅମାନଙ୍କର ପରସ୍ପର ମଧ୍ୟରେ କେହି କାହାର ଉତ୍ତରାଧିକାରୀ ନୁହନ୍ତି । ଯେଉଁଠାରେ ପିତା , ସନ୍ତାନ ସନ୍ତତି ପିତୃତ୍ଵକୁ ଅସ୍ଵୀକାର କରେ । ସେମାନେ ସେ ପିତାଙ୍କର ଉତ୍ତରାଧିକାରୀ ହୁଅନ୍ତି । ଆଧାର- ଦି ଲ ହାଉସ