ଉପକ୍ରମ ଗରିବ ଲୋକଙ୍କୁ ସରକାରଙ୍କ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ସହ, ମହିଳା, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଥିବା ଯୋଜନା ମାନ ନିମ୍ନରେ ପ୍ରଦତ୍ତ କରାଯାଇଛି । ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ମଧୁବାବୁ ଆଇନ ସହାୟତା ସାମାଜିକ ଏବଂ ଆର୍ଥିକ ସୁଧାର, ନିଜ ଅଧିକାର ପ୍ରତି ସଚେତନତା ଏବଂ ମାଗଣା ଆଇନ ପରାମର୍ଶ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମହିଳା, ଶିଶୁ, ବରିଷ୍ଠ ନାଗରିକ ଅଭିଯୋଗ ଦରଖାସ୍ତ ଜିଲ୍ଲା ସୁରକ୍ଷା ଅଧିକାରୀ (ଆଇ.ସି.ଡି.ଏସ୍ ପ୍ରୋଗ୍ରାମ ଅଫିସର )/ ବ୍ଲକ ଆଇନ ସହାୟତା କେନ୍ଦ୍ର ଘରୋଇ ହିଂସାରୁ ସୁରକ୍ଷା ମାଗଣା ଆଇନ ସହାୟତା ନିର୍ଯ୍ୟାତିତ ମହିଳା ଅଭିଯୋଗ ଦରଖାସ୍ତ ଏଫ.ଆଇ.ଆର କପି ଜିଲ୍ଲା ଆଇନ ସହାୟତା କେନ୍ଦ୍ର / ରାଜ୍ୟ ଆଇନ ପରାମର୍ଶ କେନ୍ଦ୍ର ବିବାହ ପ୍ରମାଣପତ୍ର ମହିଳାମାନଙ୍କ ପାଇଁ ବିବାହ ପ୍ରମାଣପାତ୍ର ବିବାହିତା ମହିଳା / ପୁରୁଷ ବିବାହ ଫଟୋ / ନିମନ୍ତ୍ରଣ ପତ୍ର, ପରିଚୟ ପତ୍ର ବ୍ଲକ ଅଫିସ / ମ୍ୟୁନିସିପାଲିଟି ଅଫିସ / ଡେପୁଟି କମିଶନର / ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜନ୍ମ – ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଜନ୍ମ – ମୃତ୍ୟୁ ପ୍ରମାଣପତ୍ର ନବଜାତ ଶିଶୁର ପିତାମାତା, ଉତ୍ତରାଧିକାରୀ ପୁତ୍ର ବା କନ୍ୟା ମେଡିକାଲ ରିପୋର୍ଟ ବ୍ଲକ ଅଫିସ / ମ୍ୟୁନିସିପାଲିଟି ଅଫିସ / ସମ୍ପୃକ୍ତ ନଗରର ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପତ୍ତି ଉପରେ ଆଇନଗତ ଦାବି ପ୍ରମାଣପତ୍ର ସମ୍ପତ୍ତି ଉପରେ ଆଇନଗତ ଦାବି (୭ ଦିନ ମଧ୍ୟରେ) ମହିଳା ବିବାହ ଫଟୋ / ନିମନ୍ତ୍ରଣ ପତ୍ର, ବୟସ ପ୍ରମାଣ ପତ୍ର ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ବିଶେଷ ବିବାହ ଅଧିନିୟମ ବିଶେଷ ବିବାହ ଅଧିନିୟମ ଅନୁଯାୟୀ ବିବାହ ପଞ୍ଜିକରଣ ସହିତ ବିବାହ ପ୍ରମାଣ ପତ୍ର ଦେବା ୪୦ ଦିନ (କୌଣସି ଆପତ୍ତି ମିଳିନଥିଲା) ବିବାହିତା ମହିଳା ବିବାହ ଫଟୋ / ନିମନ୍ତ୍ରଣ ପତ୍ର, ବୟସ ପ୍ରମାଣ ପତ୍ର ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ବାଲ୍ୟ ଶିଶୁବିବାହ ନିରୋଧ ୧୮ ବର୍ଷରୁ କଂ ବୟସର ଜବରଦସ୍ତ ବିବାହ କରାଯାଇଥିବା କନ୍ୟାକୁ ଉଦ୍ଧାର ୧୮ ବର୍ଷରୁ କମ୍ ବୟସର ବାଳିକା ଅଭିଯୋଗ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧିକାରୀ ଟୋଲ ଫ୍ରି ୧୦୯୮ / ନିକଟସ୍ଥ ଥାନା ଏସିଡ ଆକ୍ରମଣର ଶିକାର ମହିଳାମାନଙ୍କୁ ସହାୟତା ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଆର୍ଥିକ ଓ ଆଇନଗତ ସହାୟତା ନିର୍ଯ୍ୟାତିତ ମହିଳା ମେଡିକାଲ ରିପୋର୍ଟ ଏଫ.ଆଇ.ଆର କପି ବ୍ଲକ ଆଇନ ସହାୟତା କେନ୍ଦ୍ର, ଜିଲ୍ଲା ଆଇନ ସହାୟତା କେନ୍ଦ୍ର ମହିଳା ଓ ଶିଶୁ ଡ୍ରେସ୍କ ବଳାତ୍କାରର ଶିକାର ମହିଳା ସହାୟତା ବଳାତ୍କାର ଶିକାର ନିର୍ଯ୍ୟାତିତ ମହିଳା ମେଡିକାଲ ରିପୋର୍ଟ ଏଫ.ଆଇ.ଆର କପି ବ୍ଲକ ଆଇନ ସହାୟତା କେନ୍ଦ୍ର, ଜିଲ୍ଲା ଆଇନ ସହାୟତା କେନ୍ଦ୍ର ମହିଳା ଓ ଶିଶୁ ଡ୍ରେସ୍କ ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼, ଓଡ଼ିଶା