ହରିଜନ ଅକ୍ଷମତାର ଉଚ୍ଛେଦ ଆଇନ୍ ବିହାର ହରିଜନ (ନାଗରିକ ଅକ୍ଷମତାର)ଆଇନ୍, ୧୯୪୯ (୧୯୪୯ ବିହାର ଆଇନ୍,୧୯) । ବମ୍ବେ ହରିଜନ ( ସାମାଜିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୬ (୧୯୪୭ର ବମ୍ବେ ଆଇନ୍, ୧୦)। ବମ୍ବେ ହରିଜନଙ୍କ ମନ୍ଦିର ପ୍ରବେଶ ଆଇନ୍ (୧୯୪୭ ର ବମ୍ବେ ଆଇନ୍,୩୫) । ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଏବଂ ବିହାର ଅନୁସୂଚିତ ଜାତି (ନାଗରିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୭ (୧୯୪୭ ର ସେଣ୍ଟ୍ରାଲ ପ୍ରୋଭିନ୍ସ ଏବଂ ବିହାର ଅନୁସୂଚିତ ଜାତି ଆଇନ୍,୨୪) । ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଏବଂ ବିହାର ମନ୍ଦିର ପ୍ରବେଶର କ୍ଷମତାପନ୍ନ ଆଇନ୍, ୧୯୪୭ (୧୯୪୭ ର ସେଣ୍ଟ୍ରାଲ ପ୍ରୋଭିନ୍ସ ଏବଂ ବିହାର ଆଇନ୍, ୪୧) । ପୂର୍ବ ପଞ୍ଜାବ ( ସାମ୍ପ୍ରଦାୟିକ ଏବଂ ସାମାଜିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୮ (୧୯୪୮ର ପୂର୍ବ ପଞ୍ଜାବ ଆଇନ୍ ୧୬) । ମାଡ୍ରାସର ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍ ୧୯୩୪ (୧୯୩୪ର ମାଡ୍ରାସ ଆଇନ୍ ୨୧) । ଓଡିଶାର ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୬ (୧୯୪୬ର ଓଡିଶା ଆଇନ୍)। ଓଡିଶାର ମନ୍ଦିର ପ୍ରବେଶ କ୍ଷମତାପନ୍ନ ଆଇନ୍ ୧୯୪୮ (୧୯୪୮ର ଓଡିଶା ଆଇନ୍ ୧୧) । ୟୁନାଇଟେଡ୍ ପ୍ରୋଭିନ୍ସ ସାମାଜିକ ଅକ୍ଷମତା ଉଚ୍ଛେଦ ଆଇନ୍ ୧୯୪୭ ୧୫୪୭ର ଉତ୍ତରପ୍ରଦେଶ ଆଇନ୍ ୧୪) । ପଶ୍ଚିମବଙ୍ଗ ହିନ୍ଦୁ ସାମାଜିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୮( ୧୯୮୮ର ପଶ୍ଚିମବଙ୍ଗ ଆଇନ୍ ୩୭)। ହରିଜନ ମନ୍ଦିର ପ୍ରବେଶ ନିୟମ ହାଇଦ୍ରାବାଦ ହରିଜନ ମନ୍ଦିର ପ୍ରବେଶ ନିୟମ, ୧୯୫୮ ଚ (୧୩୮୫ ଚ ଫାଇସଲିର ୧୧)। ହାଇଦ୍ରାବାଦ ହରିଜନ (ସାମାଜିକ ଅକ୍ଷମତା ଉଚ୍ଛେଦ ) ନିୟମ, ୧୩୫୮ (୧୩୫୮ ଚ ଫାଇସଲିର ୫୬)। ମଧ୍ୟ ଭାରତ ହରିଜନ ଅଯୋଗ୍ୟତା ନିବାରଣ ବିଧାନ,ସାମ୍ବତ, ୨୦୦୫ (୧୯୪୯ ର ମଧ୍ୟଭାଗରତ ଆଇନ୍ ନଂ ୧୫) । ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୩ (୧୯୪୩ର ମହୀଶୂର ଆଇନ୍, ୧୪) । ମହୀଶୂର ମନ୍ଦିର ପ୍ରବେଶ ଅଧିକାର ଆଇନ୍, ୧୯୪୮ (୧୯୪୮ର ମହୀଶୂର ଆଇନ୍ ୧୪) । ସୌରଷ୍ଟ୍ର ହରିଜନ ( ସାମାଜିକ ଅକ୍ଷମତା ଉଚ୍ଛେଦ )ହୁକୁମ (୧୯୪୯ ର ନଂ ୪୦) । ଟ୍ରାଭାନ୍କୋର- କୋଚିନ୍ ସାମାଜିକ ଉଚ୍ଛେଦ ଆଇନ୍, ୧୧୨୫ (୧୧୨୫ର ଟ୍ରାଭାନ୍କୋର- କୋଚିନ୍ ଆଇନ୍,୨୭) । ଟ୍ରାଭାନ୍କୋର- କୋଚିନ୍ ମନ୍ଦିର ପ୍ରବେଶ (ଅକ୍ଷମତା ଉଚ୍ଛେଦ ) ଆଇନ୍, ୧୯୪୯(୧୯୪୦ର କୁର୍ଗ ଆଇନ୍ କୁର୍ଗ ଆଇନ୍ ୧)। କୁର୍ଗ ମନ୍ଦିର ପ୍ରବେଶ ଅଧିକାର ଆଇନ୍, ୧୯୪୯ (୧୯୪୯ କୁର୍ଗ ଆଇନ୍ ୨) । ଆଧାର-ମାନସ ଜେନା E-mail :deveini@rediffmail.com